pakka

ବଜ୍ରାଘାତରେ ଯୁବକ ମୃତ

bbehera

ଭଦ୍ରକ : ଭଦ୍ରକ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ କାଣ୍ଡଗରଡ଼ି ପଞ୍ଚାୟତ ତେନ୍ତୁଲିଦା ଗାଁରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଉଛନ୍ତି ଉପେନ୍ଦ୍ର ଦାସଙ୍କ ପୁଅ ସୁବାସ ଦାସ । ସୂଚନା ଅନୁସାରେ ସୁବାସ ନିଜର ଚିଙ୍ଗୁଡ଼ି ପ୍ଲାଣ୍ଟରୁ କାମ ସାରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ ବଜ୍ରାଘାତ ହୋଇଥିଲା । ଏଥିରେ ତାଙ୍କ ଦେହରେ ୭୦ ଭାଗ ପୋଡ଼ିଯାଇଥିଲା । ଘଟଣାସ୍ଥଳରୁ ଗ୍ରାମବାସୀ ସୁବାସଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲେନ୍ସରେ ଚାନ୍ଦବାଲି ମେଡ଼ିକାଲକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

jay balangir
Leave A Reply

Your email address will not be published.

three × 3 =

error: Content is protected !!