om academy

ଟ୍ରକ୍‌ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

jsm

ଜୟପୁର : ଟ୍ରକ୍‌ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ମୃତକ ଜଣକ ହେଲେ ଆମ୍ବାଗୁଡା ବିଜେ-୨ର ନିର୍ମଳ ଦେ(୬୦) । ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ସଦର ପୁଲିସ ଜବତ କରିଛି । ଡ୍ରାଇଭରଙ୍କୁ ଅଟକ ରଖାଯାଇଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ଡିଏଚଏଚକୁ ପଠାଯାଇଛି ।

Leave A Reply

Your email address will not be published.