Browsing Tag

jayapur news

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରା ମାଡ଼ : ଯୁବକ ଗୁରୁତର

ଜୟପୁର : ପ୍ରସାଦରାଓ ପେଟା ଆଦର୍ଶନଗର ଅଂଚଳରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭା‌ବେ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିବା ଟାଉନଥାନାରେ ଅଭିଯୋଗ ହୋଇଛି । ଏହି ମାମଲାରେ ପୁଲିସ ଜଣେ ଅଭିଯୁକ୍ତ ଓ ଅନ୍ୟ ଜଣେ ନାବାଳକ ଅଭିଯୁକ୍ତକୁ ଗିରଫ କରିଛି । ସୂଚନା ଅନୁଯାୟୀ, ଗତ କାଲି ରାତିରେ ଢ଼େପଗୁଡାର
Read More...

ଜୟପୁରରେ ଭାଲୁପଲଙ୍କ ଉପଦ୍ରବ

ଜୟପୁର : ଭାଲୁକୁ ଘଉଡାଇବାକୁ ସ୍ଥାନୀୟ ଲୋକଙ୍କ ବିପଦଜନକ ପ୍ରୟାସ । ଆଗରେ ଭାଲୁ ଆଉ ପଛରେ ଦୌଡୁଛନ୍ତି ଗାଁ ଲୋକ । ହେଲେ ଭାଲୁକୁ କାବୁ କରିବାରେ ବିଫଳ ବନ ବିଭାଗ । ଏମିତି କିଛି ଦେଖିବାକୁ ମିଳିଛି ଜୟପୁର ନିକଟରେ । ସୂଚନା ଥାଉକି, ଜୟପୁର ନିକଟରେ ପୁଣିଥରେ ଭାଲୁ ଆତଙ୍କ ଦେଖାଦେଇଛି ।
Read More...

ଜୟପୁର ବ୍ଲକର ବିଭିନ୍ନ ଗାଁରେ ଭାଲୁ ଆତଙ୍କ

ଜୟପୁର : ଜୟପୁର ବ୍ଲକର ବିଭିନ୍ନ ଗାଁରେ ଭାଲୁ ଆତଙ୍କ । ଗାଁରେ ପଡିଛି ତାଟି କବାଟ । ଗୋଟିଏ କି ୨ଟି ନୁହେଁ ୪ଟି ବଡ ବଡ ଭାଲୁ ଆତଙ୍କ ଏବେ ଗାଁରେ । ଦିନ ହେଉ କି ରାତି କେତେବେଳେ ରାସ୍ତା ଉପରେ ତ ଆଉ କେତେବେଳେ ଗାଁ ଭିତରେ ପଶୁଛନ୍ତି ଭାଲୁ । ଭୟରେ ଗ୍ରାମବାସୀ ସନ୍ଧ୍ୟା ହେଉ ହେଉ ଘରେ ତାଟି
Read More...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଜୟପୁର, (ଜଗନ୍ନାଥ ବିଷୋୟୀ) : କୌଣସି କାରଣରୁ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ସେ ବୈପାରିଗୁଡ଼ା ଥାନା ଲିମାପୁଟର ଏମ. ଅଶୋକ କୁମାର(୪୦) ବୋଲି ଜଣାପଡିଛି । ଅଶୋକଙ୍କ ହାତ ଏବଂ ଗୋଡ଼ରେ ଆଘାତ ଲାଗିଛି । ତାଙ୍କୁ ଜିଲ୍ଲା ହସପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଏ ସମ୍ପର୍କରେ ଟାଉନ
Read More...

ଭାରତୀୟ ରେଡ଼କ୍ରସ୍ ଓଡିଶା ଶାଖା ତରଫରୁ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

ଜୟପୁର, (ଜଗନ୍ନାଥ ବିଷୋୟୀ) : ଭାରତୀୟ ରେଡ଼କ୍ରସ୍ ଜିଲ୍ଲା ଶାଖା, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ କୋରାପୁଟ ଜିଲ୍ଲା ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରାବଣାଗୁଡା ସିଏଚ୍‌ସିରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାକୁ ଡ଼ା.
Read More...

ଡିଏଚ୍‌ଏଚ୍‌ରେ ଖୋଲିଲା ଓଆର୍‌ଏସ୍ ଏବଂ ଜିଙ୍କ୍ କର୍ଣ୍ଣର୍

ଜୟପୁର, (ଜଗନ୍ନାଥ ବିଷୋୟୀ) : ଜିଲ୍ଲା ହସପିଟାଲରେ ଖୋଲାଯାଇଛି ଓଆର୍‌ଏସ୍ ଏବଂ ଜିଙ୍କ୍ କର୍ଣ୍ଣର୍ । ଖରାଦିନ ଏବଂ ସମ୍ଭାବ୍ୟ ଝାଡ଼ାବାନ୍ତିକୁ ଆଖିରେ ଆଗରେ ରଖି ଡାକ୍ତରଖାନା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଓଆରଏସ୍ ମିଶ୍ରଣ ତିଆରି ଏବଂ ଜିଙ୍କ୍ ଉପକାରିତା ବାବଦରେ ରୋଗୀ ଏବଂ
Read More...

ଜୟପୁର କଲେଜ ଅଫ୍ ଫର୍ମାସୀରେ ଯୁଥ୍ ରେଡ଼କ୍ରସର ନୂତନ ଶାଖାର ଶୁଭାରମ୍ଭ

ଜୟପୁର, (ଜଗନ୍ନାଥ ବିଷୋୟୀ) : ଜୟପୁର ରଣ୍ଡାପାଲିଠାରେ ଥିବା ଫାର୍ମାସୀ କଲେଜ ପରିସରରେ ୟୁଥ ରେଡ଼କ୍ରସର ନୂତନ ଶାଖାର ଶୁଭାରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜୟପୁର ମହିଳା ମହାବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ତଥା ୟୁଥ ରେଡ଼କ୍ରସର କାଉନସିଲର ଡ.କନକଲତା ମହାପାତ୍ର ଯୋଗଦେଇ
Read More...

୨ ଦିନିଆ କୋରାପୁଟ ଗସ୍ତରେ ମୁଖ୍ୟ ଶାସନ ସଚିବ

ଜୟପୁର : ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସିଛନ୍ତି । ଆଜି ଅପରାହ୍ନରେ ଜୟପୁର ଏୟାରପୋର୍ଟରେ ଓହ୍ଲାଇ ବିମାନ ବନ୍ଦର ପରିଦର୍ଶନ କରିଛନ୍ତି । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣଧିନ ୭ ମହଲା କୋଠା ବୁଲି ଦେଖିଛନ୍ତି ।
Read More...

୨ ଦିନିଆ କୋରାପୁଟ ଗସ୍ତରେ ମୁଖ୍ୟ ଶାସନ ସଚିବ

ଜୟପୁର : ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସିଛନ୍ତି । ଆଜି ଅପରାହ୍ନରେ ଜୟପୁର ଏୟାରପୋର୍ଟରେ ଓହ୍ଲାଇ ବିମାନ ବନ୍ଦର ପରିଦର୍ଶନ କରିଛନ୍ତି । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣାଧିନ ୭ ମହଲା କୋଠା ବୁଲି ଦେଖିଛନ୍ତି ।
Read More...

ଜୟପୁର ବିମାନବନ୍ଦରରୁ ପ୍ରତିଦିନ ଉଡ଼ିବ ବିମାନ

ଜୟପୁର : ଜୟପୁର ବିମାନବନ୍ଦରରୁ ଏଣିକି ସପ୍ତାହର ସବୁଦିନ ବିମାନ ଉଡ଼ିବ । ରବିବାର ମଧ୍ୟ ଭୁବନେଶ୍ୱର-ଜୟପୁର-ବିଶାଖାପାଟଣାକୁ ବିମାନ ଚଳାଚଳ କରିବ ବୋଲି ଇଣ୍ଡିଆ ଓ୍ବାନ୍‌ ଏୟାର ପକ୍ଷରୁ କୁହାଯାଇଛି । ଅନ୍ୟ ଦିନ ଭଳି ରବିବାର ପୂର୍ବାହ୍ନ ୧୧ଟା୧୦ରେ ବିମାନ ଭୁବନେଶ୍ୱରରୁ ବାହାରି ଜୟପୁରରେ
Read More...