pakka

ମାଟ୍ରିକ ରେଜଲ୍ଟ ନେଇ ବୋର୍ଡ ସଭାପତି ରାମାଶିଷ ହାଜରାଙ୍କ ସୂଚନା

bbehera

କଟକ : ମାଟ୍ରିକ ରେଜଲ୍ଟ ନେଇ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁସାରେ ଜୁନ୍‌ ୬ ତାରିଖ ଦିନ ୧ଟା ବେଳେ ରେଜଲ୍ଟ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ବୋର୍ଡ ୱେବ୍‌ ସାଇଟ bseodisha.ac.in bseodisha.nic.in କିମ୍ବା ଏସ୍‌ଏମ୍‌ଏସ୍‌ ଜରିଆରେ ରିଜଲ୍ଟ ପାଇ ପାରିବେ । ଏସ୍‌ଏମ୍‌ଏସ୍‌ ଜରିଆରେ ରେଜଲ୍ଟ ଜାଣିବା ପାଇଁ OR10 (ROLL NO) ଲେଖି 5676750କୁ ପଠାଇବେ ।

Leave A Reply

Your email address will not be published.

four × three =