pakka

ବିଜୁ ଛାତ୍ର ଜନତା ଦଳ ପାଇକମାଲର ନୂତନ ସଭାପତି ଭାବେ ମନୋନୀତ ହେଲେ ରବିନାରାୟଣ ସାହୁ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଳା ପାଇକମାଲ ବ୍ଲକର ବିଜୁ ଛାତ୍ର ଜନତା ଦଳର ନୂତନ ସଭାପତି ଭାବେ ମନେନୀତ ହୋଇଛନ୍ତି ରବି ନାରାୟଣ ସାହୁ । ରବି ନାରାୟଣ ପ୍ରଥମ କରି ଏଭଳି ମର୍ଯ୍ୟଦାପୂର୍ଣ୍ଣ ପଦବୀରେ ମନେନୀତ ହୋଇଥିବାରୁ ବିଜୁ ଛାତ୍ର ଜନତା ଦଳର କର୍ମୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି । ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ସୁଅ ଛୁଟୁଛି । ରବି ନାରାୟଣଙ୍କ ଉଚ୍ଚମାନ ଜନସେବାରେ ଆଗ୍ରହକୁ ଦେଖି ଓଡିଶା ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀରଜଂନ ତ୍ରୀପାଠୀ ପାଇକମାଲ ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ତାଙ୍କୁ ମନୋନୀତ କରିଛନ୍ତି ।

jay balangir
Leave A Reply

Your email address will not be published.

one × 2 =