ମା’ କରମସାନୀଙ୍କ ବାର୍ଷିକ ପୂଜନୋତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ନିକଟସ୍ଥ ତୋରା ଆନନ୍ଦ ବଜାର ପ୍ରାଙ୍ଗଣ ସ୍ଥିତ ମନ୍ଦିର ପରିସରରେ ମା’ କରମସାନୀ ଦେବୀଙ୍କ ବାର୍ଷିକ ପୂଜନୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମା’ଙ୍କ ସ୍ୱତନ୍ତ୍ର ପୂଜା ପରେ ରାତି ତମାମ ନୃତ୍ୟ ଗୀତ ଆୟୋଜିତ ହୋଇଥିଲା । ଏଥିରେ ଅତିଥି ଭାବେ ପଶ୍ଚିମ ଓଡ଼ିଶା କଳାକାର ମହାସଂଘର ଅଧ୍ୟକ୍ଷ ଚୈତନ୍ୟ ପାଇକ ଏବଂ ବରଗଡ଼ ମିଳିତ କଳାକାର ମଞ୍ଚର ସଭାପତି ଶଙ୍କର ପଟ୍ଟନାୟକ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ଉତ୍ସବ ଆଖପାଖ ଅଞ୍ଚଳରେ ବହୁ କଳାକାର ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

1 × two =

error: Content is protected !!