pakka

୪୮ ଘଣ୍ଟାରେ ଲଘୁଚାପ

bbehera

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଗତିପଥ ଅସ୍ପଷ୍ଟ ଥିବା ବେଳେ ଅବପାତର ରୂପ ନେଇପାରେ ଲଘୁଚାପ । ପଶ୍ଚିମା ଝଡ଼ ପ୍ରଭାବରେ ଆଗାମୀ ୨ ଦିନ ବର୍ଷା ସମ୍ଭାବନା ରହିଛି । ୨୩ରୁ ରାଜ୍ୟରେ ବଦଳିପାରେ ପାଣିପାଗ । ଆଗାମୀ ୫ ଦିନ ଯାଏଁ ତାପମାତ୍ରା ପରିବର୍ତ୍ତନର ସମ୍ଭାବନା ନାହିଁ । ଏନେଇ ପାଣିପଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

jay balangir
Leave A Reply

Your email address will not be published.

nineteen − 12 =