pakka

ଶୌଚ ବେଳେ ଜଣଙ୍କୁ ଟାଣିନେଲା କୁମ୍ଭୀର

bbehera

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ରାହ୍ମଣି ନଦୀରେ ଶୌଚ ବେଳେ ଜଣକୁ କୁମ୍ଭୀର ଟାଣିନେଇଛି । ପେଣ୍ଠପାଳ ପଂଚାୟତ କୁଳସାହି ନିକଟରେ କୁମ୍ଭୀର ଟାଣିନେଇଛି । ଉକ୍ତ ବ୍ୟକ୍ତି ଜଣକ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ କୁଳସାହି ଗ୍ରାମର ଅମୁଲ୍ୟ ଦାସ ।ପେଣ୍ଠପାଳ ପଂଚାୟତ କୁଳସାହି ନିକଟ ବ୍ରାହ୍ମଣି ନଦୀକୁ ଅମୂଲ୍ୟ ଦାସ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ କୁମ୍ଭୀର ତାକୁ ଟାଣି ନେଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

12 − 12 =