csstore

ଉତ୍କଳ ଦିବସକୁ ଆଜି କଳା ଦିବସ ଭାବେ ପାଳନ କଲା ବଲାଙ୍ଗିର କୋଶଲ ମୁକ୍ତି ମୋର୍ଚ୍ଚା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍କଳ ଦିବସକୁ ଆଜି କଳା ଦିବସ ଭାବେ ପାଳନ କରିଛି ବଲାଙ୍ଗିର କୋଶଲ ମୁକ୍ତି ମୋର୍ଚ୍ଚା । କୋଶଲ ସେନାର ସବୁ ସଂଗ୍ରାମୀ ଏଥିରେ ଉପସ୍ଥିତ ଥିଲେ । କୋଶଲ ମୁକ୍ତି ମୋର୍ଚ୍ଚା ଜିଲ୍ଲା ସଭାପତି ବିକାଶ ସା, କୋଶଲ ସେନା ସଭାପତି କସ୍ତୁବ ସାହୁ, ଅନିଲ ପ୍ରଧାନ, ଗୁଦଲୁ ସାହୁ, ଜିତେନ୍ଦ୍ର ସାହୁ, ରାଜ୍, ବିକ୍ରମ ପଣ୍ଡା, ସୁଶାନ୍ତ ପ୍ରଧାନ, ଇନ୍ଦ୍ରମଣି ସାହୁ, ସୋନଜ ସାହୁ, ଯୋଗେନ୍ଦ୍ର କର୍ମୀ, ମଣ୍ଡୁ କୁମାର, ଶ୍ରବଣ କୁମାର, ଅନିଲ କୁମାର ଶାଣ୍ଢ ଏବଂ ସମସ୍ତ କୋଶଲ ସଂଗ୍ରାମୀମାନେ ଉପସ୍ଥିତ ରହି ଭାଇଚାରାର ପରିଚୟ ଦେଇଥିଲେ ।

jayashree
Leave A Reply

Your email address will not be published.