csstore

ଖଡିଆଳ ଥାନାରେ ନୂତନ ଥାନା ଅଧିକାରୀ ପ୍ରଦୀପ ଧରୁଆଙ୍କ ଯୋଗଦାନ

ନୂଆପଡା, (ପିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଳ ଥାନାରେ ନୂତନ ଥାନା ଅଧିକାରୀ ପ୍ରଦୀପ ଧରୁଆ ଯୋଗଦାନ କରିଛନ୍ତି । ସେ ପୂର୍ବରୁ କଳାହାଣ୍ଡି ଜିଲ୍ଲା ସଦର ଥାନାରେ କାର୍ଯ୍ୟରତ ଥିଲେ ।ସେ ଖଡିଆଳ ଥାନାରେ ଯୋଗଦାନ ପରେ ଖଡିଆଳ ଅଂଚଳରେ କିପରି ଆଇନ ଶୃଙ୍ଖଳା ଠିକ୍‌ ରହିବ, ଟ୍ରଫିକ ସମସ୍ୟା, ବେଆଇନ କାର୍ଯ୍ୟକଳାପ ଉପରେ ରୋକ ତଥା ଗ୍ରମାଞ୍ଚଳ ଲୋକଙ୍କୁ ସହଯୋଗ କରିବା ସହିତ ସହଯୋଗ କାମନା କରିଥିଲେ । ଖଡିଆଳ ଥାନାରେ ଯୋଗଦାନ ପରେ ସଂଘଠନର ସଦସ୍ୟମାନେ ସାକ୍ଷାତ କରିଥିଲେ ।

jayashree
Leave A Reply

Your email address will not be published.