କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆ ଭିଜିଲାନ୍ସ ଜାଲରେ : ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗ

ଅନୁଗୁଳ : ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆ ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛ‌ନ୍ତି । ଆଜି ଭୋରରେ ବଇଣ୍ଡା ବଡ଼ହୁଲାସ୍ଥିତ ତାଙ୍କ କାର୍ୟ୍ୟାଳୟ, ସରକାରୀ କ୍ୱାର୍ଟର୍ସ ଓ କଟକ ଜିଲ୍ଲା ନିଆଳି ଥାନା ସିଠାଳ ଗାଁରେ ଥିବା ତାଙ୍କ ବାସଭବନ ଏବଂ ଶ୍ୱଶୁର ଘରେ ଏକକାଳୀନ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.