୨ ଦୁର୍ଦ୍ଧାନ୍ତ ଅପରାଧୀ ଗିରଫ : ଗୋଟିଏ ବନ୍ଧୁକ ଜବତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ କେ. ନୂଆଁଗାଁ ଥାନା ପୋଲିସ ଦୁଇ ଦୁର୍ଦ୍ଧାନ୍ତ ଅପରାଧୀ ଯଥାକ୍ରମେ ହୁର୍ଷିକେଶ ପାତ୍ର ଏବଂ କାର୍ତ୍ତିକ ନାହାକକୁ ଗିରଫ କରି ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ଜବତ କରିବା ସହ ୫ଟି ଗୁଳି ଓ ମାଗାଜିନ୍ ଜବତ କରିଛି । ଏ ସଂପର୍କରେ ବ୍ରହ୍ମପୁର ଏସ.ପି. ଡ଼ଃ. ଶ୍ରାବଣା ବିବେକ ଏମ୍. ଗଣମାଧ୍ୟମକୁ ଅଧିକା ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.