ପୁଣି ମାଓବାଦୀ ଭିଆଇଲେ ବର୍ବର ହତ୍ୟାକାଣ୍ଡ

ମାଲକାନଗିରି, (କେପିଏନ୍‌ଏସ୍‌) : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ପୁଣି ମାଓବାଦୀ ବର୍ବର କାଣ୍ଡ ଭିଆଇଥିବା ସୂଚନା ମିଳିୀଛି । ସୂଚନା ଅନୁସାରେ ପୁଲିସ ଇନଫର୍ମର ବୋଲି ସନ୍ଦେହ କରି ଜଣକୁ ହତ୍ୟା କରିଛନ୍ତି ମାଓବାଦୀ । ମାଓବାଦୀ ହତ୍ୟା କରିବା ପରେ ମୃତଦେହକୁ ଗଙ୍ଗଲୁର ଗାଁ ନିକଟରେ ଛାଡି ଯାଇଛନ୍ତି । ଏନେଇ ବିଜାପୁର କମଳଲୋଚନ କାଶ୍ୟପ ସୂଚନା ଦେଇଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

nineteen + thirteen =