ସହରରେ ପଶିଲା ଦନ୍ତା ହତୀ : ଲୋକେ ଆତଙ୍କିତ

ଢ଼େଙ୍କାନାଲ : ଦିନକୁ ଦିନ ବଢି ଚାଲିଛି ଆତୀପଲ‌ଙ୍କ ଉପଦ୍ରବ । ସୂଚନା ଯୋଗ୍ୟ ଯେ, ଢେଙ୍କାନାଳ ସହରରେ ପଶିଲା ଦନ୍ତା ଆତୀ । ଏହି ଦନ୍ତା ହାତୀ ଗତ ତିନି ଦିନ ଧରି ଜାରି ରଖିଛି ଉପଦ୍ରବ । ଯାହାକୁ ନେଇ ଢ଼େଙ୍କାନାଲ ସହରର ଶ୍ୟାମଚରଣପୁରବାସୀ ଆତଙ୍କିତ ହୋଇପଡିଛନ୍ତି । ସନ୍ଧ୍ୟା ହେଲେ ହାତୀ ଭୟରେ ଘର ତାଟି କବାଟ ପଡିଯାଉଛି । ଭୟର ବାତାବରଣ ମଧ୍ୟରେ ରାତି ବିତାଉଛନ୍ତି ଅଞ୍ଚଳବାସୀ ।

Leave A Reply

Your email address will not be published.