ବିପୁଳ ପରିମାଣର ଗଞ୍ଜେଇ, ୨୦ ହଜାର ଟଙ୍କା ଓ ୨ ବୋଲେରୋ ଗାଡ଼ି ଜବତ : ୩ ଗିରଫ୍‌

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ପୋଲିସ ବିପୁଳ ପରିମାଣର ଗଞ୍ଜେଇ, ୨୦ ହଜାର ଟଙ୍କା ଓ ୨ ବୋଲେରୋ ଗାଡ଼ି ଜବତ କରିଥିବା ବେଳେ ୩ ଜଣ‌ଙ୍କୁ ଗିରଫ୍‌ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଏହି ମାମଲାରେ ଅ‌ନ୍ତର୍ଭୁକ୍ତ ୩ ଅଭିଯୁକ୍ତମାନେ ହେଲେ ବସ୍ତା ଥାନା ଅଞ୍ଚଳର ରେଫାକତ୍ ଅଲ୍ଲୀ ଓ ରବୀନ୍ଦ୍ର ନାଥ ଦେ ଏବଂ ରୂପସା ଅଞ୍ଚଳର ମିହିର ବିଶ୍ୱାଳ ।

Leave A Reply

Your email address will not be published.