ଗଡ଼ିଲା ସମ୍ବଲପୁର-ଶାଲିମାର ଏକ୍ସପ୍ରେସ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସମ୍ବଲପୁର-ଶାଲିମାର (କଲିକତା) ଏକ୍ସପ୍ରେସ୍ ଗଡିବା ଆରମ୍ଭ କରିଥିବା ଖବର ମିଳିଛି । ମହିମା ଗୋସାଇଁ, ସନ୍ଥ କବି ଭୀମ ଭୋଇ, ମହିମା ସମାଜ, ମହିମା ଧର୍ମାବଲମ୍ବୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପିତ କରି ଏକ୍ସପ୍ରେସକୁ ମହିମା ଗୋସାଇଁଙ୍କ ନାମରେ ନାମିତ କରାଯାଇଛି । ସମ୍ବଲପୁର ଓ ଶାଲିମାର ଏକ୍ସପ୍ରେସ ଢେଙ୍କାନାଳ ସମେତ, ରେଢ଼ାଖୋଲ, ବଇଣ୍ଡା, ଅନୁଗୋଳ, ତାଳଚେର ଦେଇ ଯାତାୟତ କରିବ । ଏହି ପଦକ୍ଷେପ ଯାତ୍ରୀ ମାନଙ୍କ ଯାତାୟତ ସୁବିଧାକୁ ସହଜ କରିବ ବୋଲି ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.

3 × one =