pakka

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ, ୧ ଗୁୁରୁତର

bbehera

କଟକ : ପାରାଦ୍ଵୀପ ରାସ୍ତାର ନୂଆ ବଜାର ଛକଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଯୁବତୀ ଗୁରୁତର ହୋଇଛନ୍ତି । ଖବର ଅନୁଯାୟୀ, ମାଆ ଓ ଝିଅ ଦୁହେଁ ସ୍କୁଟି ଯୋଗେ ଆସୁଥିବା ବେଳେ ନୂଆ ବଜାର ଛକ ନିକଟରେ ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେବା ସହ ଦୁହିଁଙ୍କ ଉପରେ ଚଢ଼ିଯାଇଥିଲା । ତେବେ ଗୁରୁତର ଅବସ୍ଥାରେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଥିବା ବେଳେ ମେଡିକାଲରେ ମହିଳା ଜଣଙ୍କର ମୃତ୍ୟୁ ଘଟିଛି । ସେହିଭଳି ଝିଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

jay balangir
Leave A Reply

Your email address will not be published.

5 × 2 =

error: Content is protected !!