ଆଜି ରାଜ୍ୟରେ କରୋନାରେ ୫ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ରାଜ୍ୟରେ କରୋନାରେ ୫ ଜଣଙ୍କ ଜୀବନ ହାନୀ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମୃତକମାନେ କେଉଁଝର ଜିଲ୍ଲାରୁ ୨ ଜଣ, ମୟୁରଭଂଜ ଜିଲ୍ଲା, ମାଲକାନ୍‌ଗିରି ଜିଲ୍ଲା ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.