ls

ନୀଶୁଳ୍କ ସାମୁହିକ ବ୍ରତୋପନୟନ ଉତ୍ସବର ପ୍ରସ୍ତୁତି ଆରମ୍ଭ

a12

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସହର ସ୍ଥିତ ଅମ୍ବାପାଲି ଗଜପତି ମଣ୍ଡପରେ ଆଗାମୀ ମେ ମାସରେ ଆୟୋଜିତ ହେବ ନୀଶୁଳ୍କ ସାମୂହିକ ବ୍ରତୋପନୟନ ଉତ୍ସବ । ଏଥିପାଇଁ ଆଗ୍ରହୀ ଥିବା ବ୍ରାହ୍ମଣ ପିଲାଙ୍କ ଅଭିଭାବକ ମାନେ ଗଜପତି ମଣ୍ଡପ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ମେ ମାସର ୪ ତାରିଖରେ ବ୍ରତର ଚାରିକର୍ମ ଅନୁଷ୍ଠିତ ହେବାକୁ ଥିବା ବେଳେ ୫ ତାରିଖରେ ବ୍ରତୋପନୟନ ଅନୁଷ୍ଠିତ ହେବ । ଅଧିକ ସୂଚନା ପାଇଁ ୯୭୭୬୩୨୩୧୧୬ ନମ୍ବର ସହିତ ଯୋଗାଯୋଗ କରିବାକୁ କୁହାଯାଇଛି ।

manabhanjan
Leave A Reply

Your email address will not be published.