csstore

ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ ଜନସଚେତନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର କଚେରୀ ଛକ ଠାରେ ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଅସରଫ ଖାନଙ୍କ ତତ୍ୱାବଧାନରେ ବିଜୁ ଜନତା ଦଳ ତରଫରୁ ଜନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାକ୍ସ ବଣ୍ଟନ କରିବା ସଙ୍ଗେ ସଙ୍ଗେ ଲୋକଙ୍କୁ ସଚେତନ କରାଯାଇଥିଲା । କାରଣ ଆଗକୁ ତୃତୀୟ ଲହର ଆସୁଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ବିଜୁ ଜନତା ଦଳର ସଦସ୍ୟ ଅଶୋକ ମିଶ୍ର, ରାମ ଦାସ, ରାଜିବ ଦାସ, ସମିର କୁମ୍ଭାର, ରବି ଖାରୀ, କାଲି ଦାସ, ଶମ୍ଭୁ ଚୋପଦାର, ମୁନୁ ପୋଡ, ଭୀମ ସାହୁ, ସୋନୁ ଖାନ ପ୍ରମୁଖ ଯୋଗ ଦେଇଥିବା ବେଳେ ଆଗକୁ ଏହିପରି ସଚେତନ କାର୍ଯ୍ୟକ୍ରମ କରାଯିବ ବୋଲି ଯୋଜନା କରାଯାଇଥିବା ଜଣାପଡିଛି ।

jayashree
Leave A Reply

Your email address will not be published.