csstore

ପିପିଲି ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ଓ ଧାରଣା

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୋଟ ଗଣତିରେ ଅନିୟମିତତା ଅଭିଯୋଗ କରି ପିପିଲି ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ଧାରଣା ଦେଲେ ବିଜେପି କର୍ମୀ । ସୂଚନା ଅନୁସାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ବୀର ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ସଭ୍ୟ ପଦ ପାଇଁ ୧୨ ନମ୍ବର ବୁଥ୍‌ରେ ଭୋଟ ଗଣତିରେ ଅନିୟମିତତା ଯୋଗୁଁ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଅଭିଯୋଗ କରିବା ସହ ଧାରଣା ଦେଲେ । ପୁନଃ ଭୋଟ ଗଣତି ପାଇଁ ପ୍ରଶାସନ ଠାରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

jayashree
Leave A Reply

Your email address will not be published.