pakka

ବିଦ୍ୟୁତ ଆଘାତରେ ଚାଲିଗଲା ମହିଳାଙ୍କ ଜୀବନ

bbehera

ବିନିକା : ବିଦ୍ୟୁତ ଆଘାତରେ ଚାଲିଗଲା ମହିଳାଙ୍କ ଜୀବନ । ସୋନପୁର ଜିଲ୍ଲା ବିନିକା ଥାନା ରହିଲା ଗାଁରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା । ସୂଚନୀ ଅନୁଯାୟୀ ମୃତ ମହିଳାଙ୍କ ନାମ ବସନ ନାଇକ (୬୫) ବୋଲି ଜଣାପଡିଛି । ତେବେ ମୃତ୍ୟୁ ଖବର ଶୁଣିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

jay balangir
Leave A Reply

Your email address will not be published.

seventeen + seven =