ଶାସ୍ତ୍ରୀ ନଗର ସିଏଚସି ହସ୍ପିଟାଲ ଠାରେ ମହିଳା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ବଲାଙ୍ଗିର : ଆଜି ସ୍ଥାନୀୟ ଟିଟିଲାଗଡ଼ ରୋଡ଼ ରେଡ଼ିଓ ଷ୍ଟସନ ସାମ୍ନା ଶାସ୍ତ୍ରୀ ନଗର ସିଏଚସି ହସ୍ପିଟାଲ ଠାରେ ମହିଳା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଆୟୋଜିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌରାଧକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦାନ କରିବା ସହ ଉଦ୍‌ଘାଟନ କରିଥିଲେ । ଆୟୋଜକ ଏବଂ କାର୍ୟ୍ୟକର୍ତ୍ତା ମାନଙ୍କୁ ମଧ୍ୟ ଶ୍ରୀମତୀ ସାହୁ ଯୋଗ ଦେଇ ଉତ୍ସାହିତ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.