jsm

ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜ ପକ୍ଷରୁ ବାର୍ଷିକ ଉତ୍ସବ ଓ ରୌପ୍ୟ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜ ପକ୍ଷରୁ ବାର୍ଷିକ ଉତ୍ସବ (ରୌପ୍ୟ ଜୟନ୍ତୀ) ଏବଂ ଗାୟତ୍ରୀ ଯଜ୍ଞ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ନୃସିଂହନାଥ ଠାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୫ ତାରିଖ ଦିନ କଳସ ଯାତ୍ରା ଏବଂ ୨୬ ତାରିଖ ଦିନ ଗାୟତ୍ରୀ ଯଜ୍ଞ ପାଳନ କରିବାକୁ ସ୍ଥିର ହୋଇଛି । ସଭାରେ ସଭାପତି ଗିରିଶ ଚନ୍ଦ୍ର ନାୟକ, ଶଙ୍କର ପ୍ରସାଦ ଦାସ, ମାତୃ ପ୍ରସାଦ ରଥ, ବିନୋଦ କୁମାର କାଳିଆ, ସନ୍ତୋଷ କୁମାର ପାଣିଗ୍ରାହୀ, ଶରତ କୁମାର ବଡ଼ପଣ୍ଡା, ରଙ୍କମଣି ଦେବତା, ରାମ ରତନ ପୁରୋହିତ, ଲିଙ୍ଗରାଜ ମିଶ୍ର, ଲଳିତ ମୋହନ ପାଣିଗ୍ରାହୀ, ନବୀନ ଚନ୍ଦ୍ର ନାୟକ, ପ୍ରେମାନନ୍ଦ ଦେବତା, ନଗେନ୍ଦ୍ର ପାଣିଗ୍ରାହୀ, ସିଦ୍ଧାର୍ଥ ଶଙ୍କର ପାଣିଗ୍ରାହୀ, ପ୍ରିତିଶ୍ ରଞ୍ଜନ ବଡ଼ପଣ୍ଡା, ପ୍ରିତିସ କୁମାର ମହାପାତ୍ର, ରୋଷନ ପାଣିଗ୍ରାହୀ, ବିକାଶ ମିଶ୍ର, ସତ୍ୟନାରାୟଣ ଯୋଶୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପର୍ଶୁରାମ ବାହିନୀ ସଭାପତି ବୁଲୁ କୁମାର ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.