ବଗିଚା ଭିତରୁ ବିସ୍ଫୋରକ ଜବତ କଲା ସୁରକ୍ଷାବାହିନୀ

ଜମ୍ମୁ-କଶ୍ମୀର : ଜମ୍ମୁ-କଶ୍ମୀରର ପୁଲଓ୍ଵାମାରେ ସୁରକ୍ଷାବାହିନୀ ଏକ ବଗିଚା ଭିତରୁ ମାଟି ତଳେ ଲୁଚା ହୋଇ ରଖା ଯାଇଥିବା ବିସ୍ଫୋରକ ଜବତ କରିଛନ୍ତି । ଦୀର୍ଘ ସମୟ ଦରି ଖୋଜିବା ପରେ ଯେଉଁ ମାଟି ତଳେ ଆଇଇଡି ରଖାଯାଇଥିଲା, ସେହି ମାଟି ଭିତରେ ଦୁଇଟି ବାକ୍ସ ଦେଖିବାକୁ ମିଳିଥିଲା । ପରେ ଘଟଣାସ୍ଥଳକୁ ଜମ୍ମୁ-କଶ୍ମୀର ପୁଲିସ ଓ ସେନାର ବୋମା ନିଷ୍କ୍ରିୟକାରୀ ଦଳକୁ ଡକାଯାଇ ବିସ୍ଫୋରକକୁ ନିଷ୍କ୍ରିୟ କରାଯାଇଥିଲା ।

Leave A Reply

Your email address will not be published.