ବଲାଙ୍ଗିର ଜିଲ୍ଲାକୁ ଜଳ ଶକ୍ତି ଅଭିଯାନ ଅନ୍ତର୍ଗତ ଦୀର୍ଘସ୍ଥାୟୀ ଜଳ ପରିଚାଳନା ଓ ଜୀବିକା ପାଇଁ ଜଳବାୟୁ ସମ୍ବେଦନଶୀଳ କାର୍ଯ୍ୟର ସଫଳ ରୂପାୟନ ନିମନ୍ତେ ସିଲଭର ସ୍କୋଚ ଆୱାର୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଜଳ ଶକ୍ତି ଅଭିଯାନ ଅନ୍ତର୍ଗତ ଦୀର୍ଘସ୍ଥାୟୀ ଜଳ ପରିଚାଳନା ଓ ଜୀବିକା ପାଇଁ ଜଳବାୟୁ ସମ୍ବେଦନଶୀଳ କାର୍ଯ୍ୟର ସଫଳ ରୂପାୟନ ନିମନ୍ତେ ସିଲଭର ସ୍କୋଚ ଆୱାର୍ଡ (ଊଓଝଞଜଓଉଞ ଏଙଠଋଜଘଇଘଉଋ ଉଇଞଇଏଙଜଣ) ପାଇବାରେ ଗୌରବ ଲାଭ କରିଛି । ଆସନ୍ତା ୨୫ ତାରିଖରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ଵତନ୍ତ୍ର ଉତ୍ସବରେ ବଲାଙ୍ଗିର ଜିଲ୍ଲାକୁ ଏହି ଆୱାର୍ଡ ପ୍ରଦାନ କରାଯିବ । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ବଳିଷ୍ଠ ନେତୃତ୍ଵ ତଥା ଆନ୍ତରିକ ଉଦ୍ୟମ ଦ୍ଵାରା ବଲାଙ୍ଗିର ଜିଲ୍ଲାକୁ ଏହି ଗୌରବ ମିଳିଛି ।

Leave A Reply

Your email address will not be published.

3 + 4 =