pakka

ଅଟୋ ଦୁର୍ଘଟଣାଗ୍ର‌ସ୍ତ : ୨ ମୃତ,୧୦ ଗୁରୁତର

bbehera

ନବରଙ୍ଗପୁର : ଅଟୋ ଦୁର୍ଘଟଣାରେ ଦୁଇ ଜଣ ମୃତ୍ୟୁବରଣ କରିଥିବା ବେଳେ ଦଶ ଯାତ୍ରୀ ଗୁରୁତର ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ଘାଟିରେ ଭରସ୍ୟାମ ହରାଇ ଅଟୋ ଓଲଟି ପଡିଛି । ଏହି ଦୁର୍ଘଟଣାରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି ଏବଂ ୧୦ ଗୁରୁତରଙ୍କୁ ଝରିଗାଁ ଡାକ୍ତରଖାନାରେ ଭର୍ତି କରାଯାଇଥିବା ସୂଚନାରେ କୁହାଯାଇଛି । ଆହତମାନେ ଅଳ୍ପ ଆହତ ହୋଇଛ‌ନ୍ତି ଏବଂ ସେମାନଙ୍କ ମଧ୍ୟରେ ୭ ଜଣ ଶିଶୁ ରହିଥିବା ସୂଚନାରେ କୁହାଯାଇଛି । ଏକ ଦଶାହ କାର୍ୟ୍ୟରେ ଯୋଗ ଦେବା ପାଇଁ ଝରିଗାଁ ବ୍ଲକ ସିନ୍ଧିପଡା ଗାଁରୁ ଚନ୍ଦାହାଣ୍ଡି ବ୍ଲକ କରାଡଙ୍ଗରି ଗାଁକୁ ଅଟୋରେ ଦୁର୍ଘଟଣାଗ୍ର‌ସ୍ତ ଲୋକେ ଯାଉଥିଲେ ।

jay balangir
Leave A Reply

Your email address will not be published.

nine − four =