pakka

ଗଛରେ ପିଟିଲା ଗାଡି : ଅଳ୍ପକେ ବର୍ତିଲେ ଲୋକେ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକ ନାକେରସିରା ଛକ ଠାରେ ଆଜି ସକାଳୁ ୫ ଘଣ୍ଟା ମଧ୍ୟରେ ବଲାଙ୍ଗିର ଦେଇ ଆସୁଥିବା ଗାଡି ନମ୍ବର ଓଡ଼ି ୦୨ ବିଏମ ୭୦୫୧ ଗାଡିଟି ଏକ ଲିମ୍ବ ଗଛର ପିଟି ହୋଇ ଅଳ୍ପକେ ବର୍ତିଲେ ଗାଡ଼ିରେ ଥିବା ୩ ଜଣ ଯୁବକ । ସୂଚନା ମତେ ବଲାଙ୍ଗିର ଜିଲ୍ଲାରୁ କଳାହାଣ୍ଡି ଜିଲ୍ଲା ୩ ଜଣ ଯୁବକ ଏକ ଚାରି ଚକିଆ ଯାନରେ ଯାଉଥିଲେ । ହେଲେ ଗାଡିଟି ଦ୍ରୁତ ଗତିରେ ଯାଇଥିବା ବେଳେ ଭାରସାମ୍ୟ ହରାଇ ଲିମ୍ବ ଗଛରେ ପିଟି ହୋଇଥିଲା । ଜଣେ ଯୁବକ ଜଣକ ତାର ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି । ଘଟଣା ସ୍ଥାନରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

jay balangir
Leave A Reply

Your email address will not be published.

four + 4 =

error: Content is protected !!