om academy

ହନ୍ତାଳଗୁଡା ଘାଟିର ସବୁଜିମାଘେରା ରାସ୍ତା ଏବେ ଆକର୍ଷଣ କରୁଛି ପର୍ଯ୍ୟଟକଙ୍କ ଦୃଷ୍ଟି

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ହନ୍ତାଳଗୁଡା ଘାଟିର ସବୁଜିମାଘେରା ରାସ୍ତା ଏବେ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମିତ ଏହି ରାସ୍ତା ଅଞ୍ଚଳବାସୀଙ୍କ ବିକାଶରେ ସହାୟକ ହୋଇପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

twenty + eight =