pakka

୨୭ରେ ଗାଇସିଲେଟ ତହସିଲ ଘେରାଉ କରିବ ଆଦିବାସୀ ଓବିସି ଦଳିତ ସେନା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକରେ ମିଳିଥିବା ୪ ଡିସମିଲ ପଟ୍ଟାର ସୀମା ଚିହ୍ନଟ ପାଇଁ ଆସନ୍ତା ୨୭ ତାରିଖ ସୋମବାର ଦିନ ତହସିଲ ଅଫିସ ଘେରାଉ କରିବ ଆଦିବାସୀ ଓବିସି ଦଳିତ ସେନା ଗାଇସିଲେଟ ଶାଖା । ସେଥିପାଇଁ ଆଜି ବୁରୋମୁଣ୍ଡାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗୋବର୍ଦ୍ଧନ ଭୂଏ, ଶଶିଭୂଷଣ ବରିହା, ଗୋପାଳ ଭୂଏ, ସଂଜୟ ଜରଜରିଆ, ଯଜ୍ଞେଶ୍ଵର ପଧାନ, ରଙ୍କମଣୀ ପଧାନ, ଲୋକନାଥ ବରିହା ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

sixteen − one =