om academy

ତୃଣମୂଳର ବଡ ଆକ୍ରମଣ : ଗୋଆରେ ବିଜେପିକୁ ପରାସ୍ତ କରିବାକୁ କଂଗ୍ରେସ କିଛି କରିନାହିଁ

jsm

ପାନଜୀ : ଭାରତୀୟ ଜନତା ପାର୍ଟି (ବିଜେପି)ର ଗୋଆର ସମସ୍ତ ଦଳ ସହ ବୁଝାମଣା ରହିଛି ବୋଲି ତୃଣମୂଳର କଂଗ୍ରେସ (ଟିଏମସି) ନେତ୍ରୀ ମହୁଆ ମୋଇତ୍ରା ଶନିବାର ଦିନ ଅଭିଯୋଗ କରିଛନ୍ତି । ସେ ବିଜେପି ସଭାପତି ଜେପି ନାଡାଙ୍କୁ ନିନ୍ଦା କରିବା ସହ ପଶ୍ଚିମବଙ୍ଗରେ ବିଜେପିକୁ ପ୍ରତ୍ୟାଖ୍ୟାନ କରାଯାଇଛି ବୋଲି ମତ ରଖିଛନ୍ତି । ଏଥିପାଇଁ ଗୋଆର ତୃଣମୂଳ କଂଗ୍ରେସକୁ ଟାର୍ଗେଟ କରାଯାଉଛି ବୋଲି ମଧ୍ୟ ସେ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, କିଛି ମାସ ପରେ ହେବାକୁ ଥିବା ବିଜେପି ଶାସିତ ଗୋଆରେ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.