ଅନୁରାଗ ସିଂହ ଠାକୁରଙ୍କୁ ଭେଟିଲେ ଅଷ୍ଟ୍ରେଲିଆର ସହକାରୀ ବୈଦେଶିକ ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ଅଷ୍ଟ୍ରେଲିଆର ସହକାରୀ ବୈଦେଶିକ ବ୍ୟାପାର ମନ୍ତ୍ରୀ ଟିମ୍ ୱାଟସ୍ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଯୁବ ବ୍ୟାପାର, କ୍ରୀଡ଼ା, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁରଙ୍କୁ ସାକ୍ଷାତ କରିଛନ୍ତି ।

ଅତିଥିମାନଙ୍କ ମଧ୍ୟରେ ଉଚ୍ଚାୟୁକ୍ତ ବେରୀ ଓ’ ଫାରେଲ ଏଓ, ସହାୟକ ମନ୍ତ୍ରୀ ଲୁଇସା ବୋକନର, ଅଷ୍ଟ୍ରେଲୀୟ ଉଚ୍ଚାୟୁକ୍ତର ଦ୍ବିତୀୟ ସଚିବ (ରାଜନୈତିକ) ଜ୍ୟାକ୍ ଟେଲର ଉପସ୍ଥିତ ଥିଲେ ।

Leave A Reply

Your email address will not be published.

3 × 1 =