csstore

ଆନ୍ନା ହାଜାରେ ମହାରାଷ୍ଟ୍ରରେ ୨୫ ହଜାର କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ କଲେ, ଅମିତ ଶାହାଙ୍କୁ ଚିଠି ଲେଖିଲେ

ପୁନେ : ବିଶିଷ୍ଟ ସାମାଜିକ କର୍ମୀ ଆନ୍ନା ହାଜାରେ ଅଭିଯୋଗ କରିଛନ୍ତି ଯେ, ମହାରାଷ୍ଟ୍ର କୋଅପ୍‌ରେଟିଭ ସୁଗାର ମିଲ୍‌ରେ ୨୫ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏହି ପରିପ୍ରେକ୍ଷୀରେ ଆନ୍ନା ହଜାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଚିଠି ଲେଖିଛନ୍ତି ଏବଂ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଏହି ଘଟଣାର ତଦନ୍ତ ଦାବୀ କରିଛନ୍ତି । ଆନ୍ନା ହାଜାରେ ଅମିତ ଶାହାଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି ଯେ, ରାଜନେତାଙ୍କ ସହ ମିଶି ଚିନି ମିଲ ବିକ୍ରିକୁ ନେଇ ଆମେ ବିରୋଧ କରିଆସୁଛୁ । ୨୦୦୯ ମସିହାରୁ ଏହି ଚିନି ମିଲଗୁଡିକ ଅଯୌକ୍ତିକ ମୂଲ୍ୟରେ ବିକ୍ରି ହେଉଛି ।

jayashree
Leave A Reply

Your email address will not be published.