Browsing Category

ବିଚିତ୍ରା

ଫ୍ୟାଟି ଲିଭର୍‌ ରୋଗୀମାନେ ଏହି ଜିନିଷଠାରୁ ଦୂରେଇ ରୁହନ୍ତୁ, ନଚେତ୍ ସମସ୍ୟା ବଢ଼ିବ

ବିଶୃ‌ଙ୍ଖଳିତ ଜୀବନ ଶୈଳୀ ହେତୁ ଅଧିକାଂଶ ଲୋକ ଫ୍ୟାଟି ଲିଭର ସମସ୍ୟା ଭୋଗୁଛନ୍ତି । ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଏହି ଫ୍ୟାଟି ଲିଭର କ’ଣ ? ସାଧାରଣତଃ ଯକୃତରେ କିଛି ପରିମାଣର ଚର୍ବି ଥାଏ, କିନ୍ତୁ ଚର୍ବିର ପରିମାଣ ଯକୃତର ଓଜନର ଦଶ ପ୍ରତିଶତରୁ ଅଧିକ ହେଲେ ଫ୍ୟାଟି ଲିଭର ରୋଗ…
Read More...

ଗାଁ ପରିସର ସଫା ସୁତୁରା କରିବାକୁ ଆଗେଇ ଆସିଲେ ସିଆଳବାହାଲି ଗାଁର ଯୁବଗୋଷ୍ଠୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ଅନ୍ତର୍ଗତ ସିଆଲବାହାଲି ଗାଁର ଜଗନ୍ନାଥ କ୍ଳବର ଯୁବକମାନେ ନିଜ ଗାଁର ବିଭିନ୍ନ ସ୍ଥାନକୁ ସଫା ସୁତୁରା କରିଛନ୍ତି । ଏହି ସଫେଇ କାର୍ୟ୍ୟକ୍ରମ କ୍ଲବର ସଦସ୍ୟ ବିଭୁ ଷାଣ୍ଢ ଓ ପଦ୍ମଲୋଚନ ବାଗଙ୍କ ତତ୍ତ୍ଵାବଧାନରେ ସାଥୀ ଅଙ୍କୁଶ…
Read More...

ଗିରଫ୍‌ ହେଲେ ଅଭିନେତା ସଲମାନ୍‌ ଅନସାରୀ

ମୁମ୍ବାଇ : ଟିଭି ସିରିଏଲରେ କାମ କରି ସାରିଥିବା ୪୦ ବର୍ଷୀୟ ଅଭିନେତା ସଲମାନ ଅନସାରୀଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସର ଗିରଫ କରିଛି । ନକଲି ପୋଲିସ ସାଜି ସେ ଲୋକଙ୍କୁ ଠକୁଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହୋଇଥିବା ଜଣାପଡ଼ିଛି । ସଲମାନ 'ଛତ୍ରପତି ରାଜା ଶିବାଜୀ', 'ସାବଧାନ…
Read More...

ଅସହାୟ ଶିଶୁକୁ ଅସ୍ତ୍ରୋପଚାର କରାଇଲା ଜନ କଲ୍ୟାଣ ସେବା ଟ୍ରଷ୍ଟ

ବରଗଡ଼, (ସତ୍ୟନାରାୟଣ ପଧାନ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଅମ୍ବାପାଲି ଗ୍ରାମର ଲିପୁନ ବାଗ୍ (୧୨) ଦୁର୍ଘଟଣାରେ ଗୋଟିଏ ହାତ ଭାଙ୍ଗି ହାତରେ ରଡ୍‌ ଲାଗିଥିଲା । ଏହି ପରିବାରର ଆର୍ଥିକ ଅବ‌ସ୍ଥା ଅତି ଖରାପ ଥିବାରୁ ଅସ୍ତ୍ରୋପଚାର କରିବା ପାଇଁ ସମ୍ଭବ ହୋଇ…
Read More...

ନିଷ୍ଠା ପରିବାର ଦ୍ୱାରା ଅସହାୟ ବୃଦ୍ଧା ଉଦ୍ଧାର

ବରଗଡ, (ସତ୍ୟନାରାୟଣ ପଧାନ) : ନିଷ୍ଠା ପରିବାର ଦ୍ୱାରା ଜଣେ ଅସହାୟ ବୃଦ୍ଧା ସୋହେଲା, ବରଗଡରୁ ଉଦ୍ଧାର କରାଯାଇଥିଲା । ତାଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଥିଲା । ତାଙ୍କର ମାନସିକ ସ୍ଥିତି ସେତେଟା ଭଲ ନଥିଲା । ନିଷ୍ଠା ପରିବାରର ଦୀର୍ଘ କୋଡିଏ ଦିନର ସେବା ଓ ଡାକ୍ତରଙ୍କ ଚିକିତ୍ସା…
Read More...

ଆମେ କାହିଁକି ଆଧ୍ୟାତ୍ମିକତା ଲୋଡ଼ିବା ?

ସୁଶ୍ରୀ ସ୍ନେହଲତା ମହିଳାମାନେ ଆଧ୍ୟାତ୍ମିକତା ପ୍ରତି ଆସ୍ଥାବାନ୍‌ ହେବା ଅତ୍ୟନ୍ତ ଆବଶ୍ୟକ ବୋଲି କୁହାଯାଏ । ଏହାଦ୍ୱାରା ମାନସିକ ସ୍ଥିତି ଠିକ୍‌ ରୁହେ ତଥା ଜୀବନରେ ଦେଖା ଦେଉଥିବା ବିମୁଖତା ଠାରୁ ତ୍ରାହି ମିଳିଥାଏ । ଏ ସଂପର୍କରେ କେତୋଟି ଟିପ୍‌ସ୍‌କୁ ନେଇ ଆମେ ଆଲୋଚନା କରିବା ଏଥର । …
Read More...

ମରୁଭୂମିରେ ଗ୍ଲାମରସ୍ ଫଟୋ ସୁଟ୍ କଲେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ ନାୟିକା ଉର୍ବଶୀ ରୌତେଲା ସବୁବେଳେ ତାଙ୍କ ଫେନ୍‌ଙ୍କ ଭିତରେ ରହିଥାଆନ୍ତି ଚର୍ଚ୍ଚାରେ । ଆକର୍ଷଣୀୟ ଚେହେରା ସହ ତା‌ଙ୍କ ‌ଷ୍ଟାଇଲ୍‌ରେ ସମେ‌ସ୍ତ କଏଦ୍‌ ହୁଅନ୍ତି । ତାଙ୍କ ଖାସ୍ ଅନ୍ଦାଜ ହିଁ ତାଙ୍କ ପ୍ରଶଂସକଙ୍କୁ ବିମୋହିତ କରିଥାଏ । ଏବେ ଉର୍ବଶୀ ଆରବର ଏକ ଫେମସ୍‌…
Read More...

କଙ୍ଗନା ରାନାୱତ ବିରୋଧ କରିଛନ୍ତି ଭାରତ ବନ୍ଦକୁ : କହିଛନ୍ତି, ପ୍ରିୟଙ୍କା-ଦିଲଜିତ କୃଷକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି

ମୁମ୍ବାଇ : ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ଅଭିନେତ୍ରୀ କଙ୍ଗନା ରାନାୱତ ଅନେକ ଥର ଟ୍ୱିଟ୍ କରିଛନ୍ତି । ଏହି କୃଷକ ଆନ୍ଦୋଳନରେ ତାଙ୍କ ବିରୋଧ ରହିଥିବା ଦେଖିବାକୁ ମିଳିଛି । ଏବେ ଅଭିନେତ୍ରୀଙ୍କ ଆଉ ଏକ ଟ୍ୱିଟ ଭାଇରାଲ ହୋଇଛି । ତିନୋଟି କୃଷି ନିୟମକୁ ପ୍ରଶଂସା କରୁଥିବା…
Read More...

ସମାଜସେବା ପାଇଁ ଚର୍ଚ୍ଚାରେ ଦଣ୍ଡପାଟ ଅଞ୍ଚଳରେ ଭାରତୀ

ଧର୍ମଗଡ଼, (ଭାରତ ବିଶି) : ସମାଜସେବା ପାଇଁ ଉତ୍ସର୍ଗୀକୃତ ଜଣେ ଯୁବତୀ ଭାରତୀ ବିଶି । ଦଣ୍ଡପାଟ ଅଞ୍ଚଳର ୧୫ ଜଣ ଅସହାୟ ବୃଦ୍ଧା ଓ ଜଣେ ଭିନ୍ନକ୍ଷମଙ୍କୁ ନିଜ ଉଦ୍ୟମରେ କମ୍ବଳ ବଣ୍ଟନ କରିଥିବା ବେଳେ ଅନେକ ସମୟରେ ଲୋକଙ୍କୁ କରୋନା ସଚେତନ କରି ଆସୁଛନ୍ତି । ତାଙ୍କର ଏହି ଜନସେବା ପାଇଁ ଅନେକ…
Read More...

ବି‌ଶ୍ୱରେ ଶହେ ଜଣ ପ୍ରଭାବଶାଳୀ ସେଲିବ୍ରିଟିଙ୍କ ମଧ୍ୟରେ ବିଗ୍‌ ବି ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାର

ମୁମ୍ବାଇ : ଲୋକପ୍ରିୟ ମାଗାଜିନ୍‌ 'ଫୋର୍ବସ୍‌' ପତ୍ରିକାରେ ସୋସିଆଲ ମିଡିଆର ବି‌ଶ୍ୱରେ ଶହେ ଜଣ ପ୍ରଭାବଶାଳୀ ସେଲିବ୍ରିଟିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାର । ସୋସିଆଲ୍‌ ମିଡିଆରେ ଅମିତାଭ ବଚ୍ଚନଙ୍କର ୧୦୫ ମିଲିୟନ୍‌ ଫଲୋଅର୍ସ ରହିଥିବା ବେଳେ…
Read More...