ମୁଣ୍ଡ ଦରଜ ଓ ଚିଡ଼ିଚିଡ଼ାପଣ ଉଚ୍ଚ ରକ୍ତଚାପର ଲକ୍ଷଣ ହୋଇପାରେ, ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ

ମୁଣ୍ଡ ଦରଜ ଓ ଚିଡ଼ିଚିଡ଼ାପଣ ଉଚ୍ଚ ରକ୍ତଚାପର ଲକ୍ଷଣ ହୋଇପାରେ । ଏଣୁ ଏମିତି ଲକ୍ଷଣ ଦେଖାଗଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଉଚ୍ଚ ରକ୍ତଚାପ ଜୀବନ ପ୍ରତି ଅତ୍ୟନ୍ତ ଘାତକ ରୂପ ନେଇଥାଏ । ଏଣୁ ଅବହେଳା ନିହାତି ବର୍ଜନୀୟ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି । ଯଦି ସବୁବେଳେ ମୁଣ୍ଡ ଓଜନିଆ ଲାଗୁଥାଏ କିମ୍ବା ମୁଣ୍ଡ ଦରଜ ଅନୁଭବ ହେଉଥାଏ ଓ ସାମାନ୍ୟ କଥାରେ ଚିଡ଼ିଚିଡ଼ା ଭାବ ଅନୁଭବ କରୁଥାଆନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ନେବା ଏକାନ୍ତ ବିଧେୟ ।

Leave A Reply

Your email address will not be published.

sixteen − 13 =