pakka

ଆଜି ରିଲିଜ୍ ହେଲା ଟୋନି କକ୍କରଙ୍କ ମ୍ୟୁଜିକ୍ ଭିଡିଓ ‘ତେରା ସୁଟ୍‌’ ଗୀତ

kalikesh

ମୁ‌ମ୍ବାଇ : ଆଜି ରିଲିଜ୍ ହୋଇସାରିଛି ଟୋନି କକ୍କରଙ୍କ ମ୍ୟୁଜିକ୍ ଭିଡିଓ ‘ତେରା ସୁଟ୍‌’ ଗୀତ । ତେବେ ଏଥିରେ ଏକ ଜବରଦସ୍ତ ଅନ୍ଦାଜରେ ନଜର ଆସୁଛନ୍ତି ବିଗ୍‌ବସ୍ ସିଜିନ୍ ୧୪ର ଲଭ ବାର୍ଡ କୁହାଯାଉଥିବା, ଅଲି ଗନ୍ନି ଏବଂ ଜସ୍ମିନ୍ ଭାସିନ୍‌ । ଏହି ଗୀତଟି ଦର୍ଶକ ବେଶ ପସନ୍ଦ ଆସିବା ସହିତ ପ୍ରଶଂସା ମଧ୍ୟ କରୁଛନ୍ତି ଦର୍ଶକ ।

pp
Leave A Reply

Your email address will not be published.

eleven − 8 =