pakka

ଆଜି ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଜନ୍ମ ଦିନ

kalikesh

ନୂଆଦିଲ୍ଲୀ : ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଜାହ୍ନବୀ କପୁର‌ଙ୍କ ଆଜି ୨୪ ତମ ଜ‌ନ୍ମ ଦିବସ । ସେ ହେଉଛନ୍ତି ବଲିଉଡର ଜଣେ ଆଗଧାଡିର ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ । ଜାହ୍ନବୀ ତାଙ୍କର ପରବର୍ତ୍ତୀ ଫି‌ଲ୍ମ ‘ଶୁଭ ଭାଗ୍ୟ ଜେରୀ’ର ସୁଟିଂସେଟ୍‌ ପଞ୍ଜାବରେ ତା‌ଙ୍କର ଦଳ ସହ ୨୪ ତମ ଜ‌ନ୍ମ ଦିବସ ବହୁତ ଖୁସିରେ ପାଳନ କରିଛନ୍ତି ।

pp
Leave A Reply

Your email address will not be published.

eighteen + nine =