ଲଗାଣ ବର୍ଷାରେ ବେହାଲ ନବରଙ୍ଗପୁର
ନବରଙ୍ଗପୁର, (କେପିଏନ୍ଏସ୍) : ନବରଙ୍ଗପୁରରେ ଲଗାଣ ବର୍ଷା, ବିଭିନ୍ନ ନଦୀ ଓ ନାଳ ଫୁଲିଉଠିଛି । ଗୋଟିଏ ରାତିର ଲଗାଣ ବର୍ଷାରେ ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ନଦୀ ଓ ନାଳ ଫୁଲିଉଠିଛି । ଖାତିଗୁଡ଼ାର ସିନ୍ଧୀ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଦେଓପାଲି ଓ ଖାତିଗୁଡା ଯୋଗାଯୋଗ ବିଛିନ୍ନ,!-->…
Read More...
Read More...