କଳାହାଣ୍ଡିରେ ବଢ଼ିବାରେ ଲାଗିଛି ହାତୀ ଓ ଇନ୍ଦ୍ରାବତୀ ନଦୀର ଜଳସ୍ତର
କଳାହାଣ୍ଡି, (କେପିଏନ୍ଏସ୍) : କଳାହାଣ୍ଡିରେ ଲଗାଣ ବର୍ଷା ପରେ ବଢ଼ିବାରେ ଲାଗିଛି ହାତୀ ଓ ଇନ୍ଦ୍ରାବତୀ ନଦୀର ଜଳସ୍ତର । ପ୍ରବଳ ବର୍ଷା ଯୋଗୁଁ ହାତୀ ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି । ସ୍ଥିତିକୁ ନଜରରେ ରଖି ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରିଛି ଇନ୍ଦ୍ରାବତୀ ବିଭାଗ । କଳାହାଣ୍ଡିରେ!-->…
Read More...
Read More...