କଳିଙ୍ଗର ନୌବାଣିଜ୍ୟ ଓଡ଼ିଆ ପୁଅର ବୀରତ୍ଵର ଗାଥାକୁ ସ୍ମରଣ କରେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରାଚୀନ କଳିଙ୍ଗର ନୌବାଣିଜ୍ୟ ଓଡ଼ିଆ ପୁଅର ବୀରତ୍ଵର ଗାଥାକୁ ସ୍ମରଣକରେ, ଯାହାକି ଭାରତ ଇତିହାସର ଗୌରବମୟ ଗାଥା ସ୍ୱରୂପ ଏକ ସ୍ଵର୍ଣ୍ଣିମ ଅଧ୍ୟାୟକୁ ପ୍ରତିପାଦନ କରେ ବୋଲି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଆୟୋଜିତ ସାରସ୍ଵତ…
Read More...

କାର୍ତ୍ତିକ ପର୍ଣ୍ଣିମା ଅବସରରେ ତାରିଣୀ ମନ୍ଦିର ଠାରେ ଅନ୍ନଭୋଗ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : କାର୍ତ୍ତିକ ପର୍ଣ୍ଣିମା ଅବସରରେ ସ୍ଥାନୀୟ ତାରିଣୀ ମନ୍ଦିର ଠାରେ ଏକ ଅନ୍ନଭୋଗ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁରର ଏକ ଯୁବଗୋଷ୍ଠୀ ଦ୍ଵାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ମା' ତାରିଣୀଙ୍କ ପୂଜାର୍ଚ୍ଚନା ପରେ ଅନ୍ନଭୋଗ ବଣ୍ଟନ…
Read More...

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାଜ୍ୟ ସ୍ତରୀୟ ନୌଚାଳନା ପ୍ରତିଯୋଗିତା ଓ ବାଳକ ଭୋଜନ ସମାରୋହ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ବଡ଼ବଜାର ତେନ୍ତୁଳିଘାଟ ଠାରେ ଭଗବତ ପାଠାଗାର ପକ୍ଷରୁ ୬୨ ତମ ବାଳକ ଭୋଜନ ସମାରୋହ ଓ ରାଜ୍ୟ ସ୍ତରୀୟ ନୌକା ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଯୋଗଦେଇ…
Read More...

ଐତିହାସିକ ଡଙ୍ଗା ଭସା ପର୍ବ : ପାରମ୍ପରିକ ମେଣ୍ଢା ଲଢେ଼ଇ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଅଚଂଳରେ ପବିତ୍ର ମହା କାର୍ତ୍ତିକ ପୂର୍ଣ୍ଣମୀ ଉପଲକ୍ଷେ ଆଜି ବୁଧବାର ପ୍ରତ୍ୟୁଷରୁ ଭକ୍ତ, ଶ୍ରଦ୍ଧାଳୁ, ହବିଷ୍ୟାଳୀମାନେ କାର୍ତ୍ତିକ ବୁଡ ପକାଇ ଆମ ଅତୀତ ଉତ୍କଳର ନୌବାଣିଜ୍ୟର ପ୍ରତୀକ ପରମ୍ପରା ଅନୁଯାୟୀ କଦଳୀ ପଟୁକା, କାଗଜ,…
Read More...

ଦେଓଗାଁ ଅଶାନ୍ତ ଘଟଣା ଦୁର୍ଭାଗ୍ୟଜନକ – ନରସିଂହ

ମୁଁ ଏହାକୁ ଦୃଢ ନିନ୍ଦା କରୁଛି - ନରସିଂହନିରୀହଙ୍କୁ ଗିରଫ ନ କରି ପ୍ରକୃତ ଦୋଷୀକୁ ଖୋଜି ବାହାର କରୁ ପୋଲିସ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ କିଛି ସପ୍ତାହ ହେଲା ଶାନ୍ତିପୂର୍ଣ୍ଣ ଦେଓଗାଁ ଅଶାନ୍ତ ହୋଇପଡିଛି । ପ୍ରତ୍ୟେକ ଦିନ କୌଣସି ନା କୌଣସି ପ୍ରକାର ଆଇନ ଶୃଙ୍ଖଳା…
Read More...

ଗୋପାଳପୁର ବେଳାଭୂମି ଠାରେ ତିନିଦିନିଆ ବୋଇତ ବନ୍ଦାଣ ମହୋତ୍ସବ ଉଦଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବେଳାଭୂମି ଠାରେ ତିନିଦିନିଆ ବୋଇତ ବନ୍ଦାଣ ମହୋତ୍ସବ-୨୦୨୫ ଜିଲ୍ଲପାଳ ଭି.କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି । ପ୍ରାଚୀନତମ କଳିଙ୍ଗର ନୌଚାଳନା ଓ ନୌବାଣିଜ୍ୟ ପରମ୍ପରା ଓଡ଼ିଆ ପୁଅର ବୀରତ୍ଵର ଗାଥାକୁ ସ୍ମରଣ କରେ,…
Read More...

ନୃସିଂହନାଥରେ ସରିଲା ପଞ୍ଚୁକ :ପୂର୍ଣ୍ଣମା ଦିନ ବୋଇତ ବନ୍ଦାଣରେ ପ୍ରବଳ ଭିଡ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ନୃସିଂହନାଥ ପୀଠରେ ବୁଧବାର ଭକ୍ତ ମାନଙ୍କ ପ୍ରବଳ ଭିଡ଼ ହୋଇଥିଲା । ଏଠାରେ ଶହ ଶହ ମହିଳାମାନେ ରହି ସବୁଦିନ ଗାଧୋଇ ସାରି ତୁଳସୀ ଚଉରାରେ ପୂଜାପାଠ କରି କାର୍ତ୍ତିକ ପୁରାଣ ଗାଉଥିଲେ ଓ ଶୁଣୁଥିଲେ । ପ୍ରାୟ କାର୍ତ୍ତିକ ମାସର ଶେଷ ସପ୍ତାହରେ ବୁଡ଼…
Read More...

ବଲାଙ୍ଗିର ରେଳ ଷ୍ଟେସନରୁ ବିପୁଳ ପରିମାଣର କଫ ସିରପ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଳ ଷ୍ଟେସନରୁ ବିପୁଳ ପରିମାଣର କଫସିରଫ ଜବତ । ଟ୍ରେନ୍ ଯୋଗେ ଦୁଇଟି ବଡ଼ ବଡ଼ ବ୍ୟାଗରେ ଚାଲାଣ ବେଳେ ଧରିଲା ରେଲୱେ ପୋଲିସ । ବଲାଙ୍ଗିର ରେଲୱେ ଷ୍ଟେସନର ୨ନଂ ପ୍ଲାଟଫର୍ମରେ ବେଆଇନ ଭାବେ ଲକ୍ଷାଧିକ ଟଙ୍କାର କଫସିରଫ ଚାଲାଣ ପାଇଁ ଯୋଜନା ହେଉଥିବା…
Read More...

୨୦୦ ଫୁଟ ଲମ୍ବର ବୋଇତ ଭସାଇ କାର୍ତ୍ତିକ ପୂର୍ଣ୍ଣିମା ପାଳିଲେ ଗ୍ରାମବାସୀ

ବାଲେଶ୍ଵର : ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତଥା ବୋଇତ ବନ୍ଦାଣ ଉତ୍ସବ । ଏହି ଅବସରରେ ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ମାଣିତ୍ରୀ ଗ୍ରାମର ମଦନ ମୋହନ ଜୀୟୁ କମିଟି ପକ୍ଷରୁ ୨୦୦ଫୁଟ ଲମ୍ବର ଡଙ୍ଗା ସ୍ଥାନୀୟ ପୋଖରୀରେ ଭସାଇ ଥିବା ଦେଖିବାକୁ ମିଳିଛି । ସଦସ୍ୟମାନେ ଦୀର୍ଘ ୨୨ବର୍ଷ…
Read More...

କୋଏଲ କ୍ଲବ ତରଫରୁ ବୋଇତ ବନ୍ଦାଣ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଦୀ କୂଳରେ କୋଏଲ କ୍ଲବ ବୋଇତ ବନ୍ଦାଣ କମିଟି ପକ୍ଷରୁ ସେକ୍ଟର-୨୦ ସ୍ଥିତ ବୈକୁଣ୍ଠଘାଟ ଠାରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଥିଲା । ଏହି ଅବସରରେ ମୁଖ୍ୟଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନୀଲ କୁମାର ଓ…
Read More...