କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାଣିଗ୍ରାହୀଙ୍କ ଦେହାନ୍ତ : ସମଗ୍ର ଅଞ୍ଚଳରେ ଶୋକର ଛାୟା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଏସ. କୁମାର ନ୍ୟୁଜ ଏଜେନ୍ସିର ପ୍ରତିଷ୍ଠାତା ସୁରେନ୍ଦ୍ର କୁମାର ପାଣିଗ୍ରାହୀ (୭୫)ଙ୍କ ସୋମବାର ଅପରାହ୍ନ ୨ ସମୟରେ ବ୍ରହ୍ମପୁରର ଏକ ଘରୋଇ ମେଡିକାଲ ରେ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ପାଣିଗ୍ରାହୀ
Read More...

ଷୋଡ଼ଶ ଦିନରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ପାଟଣାଗଡ଼ : ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ରାଜ୍ୟ ସଭାପତି ବିଶ୍ୱରଞ୍ଜନ ଦାଶଙ୍କ ଆହ୍ୱାନ କ୍ରମେ ୨୦୦୮-୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସରକାର ଅନୁଦାନ ଦେଇ ସରକାରୀଭୁକ୍ତ କରିବା ପାଇଁ ତା ୧୬-୦୮-୨୦୨୫ ଦାବି ଦିବସରୁ
Read More...

କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ପାଠପଢ଼ା ଠପ୍

ଭଇଁଷା : (ପୁସ୍ତମ୍ ଯୁଆଡି) : ମଙ୍ଗଳବାର ଦିନ ଭଇଁଷା ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଇଁଷାର ଫାଟକ ସମ୍ମୁଖରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ରାଜ୍ୟ ସଭାପତି ବିଶ୍ୱରଞ୍ଜନ ଦାଶଙ୍କ ଆହ୍ୱାନ କ୍ରମେ ୨୦୦୮-୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ
Read More...

‌ବିମାନସେବା ବନ୍ଦ ହୋଇଥିବାରୁ ସର୍ବଦଳୀୟ ପ୍ରତିବାଦ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିମାନ ବନ୍ଦରରୁ ଦୀର୍ଘ ଦୁଇ ମାସରୁ ଉର୍ଦ୍ଧ ସମୟ ହେଲା ବିମାନ ସେବା ବନ୍ଦ କରାଯାଇଥିବାରୁ ଗତକାଲି ଏକ ସର୍ବଦଳୀୟ ବୈଠକରେ ଏହାର ଦୃଢ ପ୍ରତିବାଦ କରାଯାଇଥିଲା । ଶୀଘ୍ର ବିମାନ ସେବା ଚାଲୁ କରାନଗଲେ ଆସନ୍ତା ଦିନରେ ରାଉରକେଲା ବନ୍ଦ କରିବା ସହ
Read More...

ରାଉରକେଲାରେ ଦ ହୁମାନିଟି ଫାଉଣ୍ଡେସନ ଯବାନ ମାନଙ୍କ ମଙ୍ଗଳ କାମନା ପାଇଁ ପୂଜାର୍ଚ୍ଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଦ ହୁମାନିଟି ଫାଉଣ୍ଡେସନ ତରଫରୁ ଏକ ଅଲୋଚନୀୟ କାର୍ଯ୍ୟକ୍ରମ ଆୟୋଜନ କରାଗଲା ଯବାନମାନଙ୍କ ପାଇଁ ଅଖଣ୍ଡ ଦୀପ ଜଳାଇବା ସହିତ ସଂସ୍ଥାର ଉତ୍ତରୋତ୍ତର ଉନ୍ନତି ପାଇଁ ମଧ୍ୟ କାମନା କରାଗଲା ଏହି ଅଖଣ୍ଡ ଦୀପ ଛେଣ୍ଡସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ
Read More...

ବିପିୟୁଟିରେ ଜାତୀୟ ମହାକାଶ ସପ୍ତାହ ୨୦୨୫ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜାତୀୟ ମହାକାଶ ସପ୍ତାହ ୨୦୨୫ ପାଳନ ଅବସରରେ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି), ରାଉରକେଲା ୨ ସେପ୍ଟେମ୍ବର ୨୦୨୫ରେ "ଭାରତର ଗୌରବମୟ ମହାକାଶ କାହାଣୀ : ପ୍ରାଚୀନ ଆକାଶରୁ ଆଧୁନିକ ଦିଗନ୍ତ" ଶୀର୍ଷକ ଏକ ଲୋକପ୍ରିୟ ଆଲୋଚନା
Read More...

ଫ୍ରେଣ୍ଡସ ବ୍ଲକ ଆନୁକୂଲ୍ୟରେ ନୂଆଁଖାଇ ଭେଟଘାଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭୁବନେଶ୍ଵରପୁର ଗ୍ରାମରେ ଫ୍ରେଣ୍ଡସ ବ୍ଲକ ଦ୍ୱାରା ଦୀର୍ଘ ଦୁଇ ଦିନ ଧରି ଗଣେଶ ପୂଜା ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ବହୁ ଧୁମଧାମରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ
Read More...

ବିଶ୍ୱ ନଡ଼ିଆ ଦିବସ ଅବସରରେ ନଡ଼ିଆ ଗଛ ରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ସେପ୍ଟେମ୍ବର ୨ରେ “ବିଶ୍ୱ ନଡ଼ିଆ ଦିବସ” ପାଳନ କରାଯାଏ । ଏହି ଅବସରରେ "ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାର" ର ଅଧକ୍ଷ ତଥା ପ୍ରକୃତି ବନ୍ଧୁ ଦିଲ୍ଲୀପ କୁମାର ଧାଉଡ଼ିଆ ଆଜି ଏକ ନଡ଼ିଆ ଗଛ ରୋପଣର ଶୁଭାରମ୍ଭ କରିଛନ୍ତି । ନଡ଼ିଆ
Read More...

“କଲାଦହନା ସାଂସ୍କୃତିକ ଅନୁଷ୍ଠାନ”ର ନୁଆଁଖାଇ ଭେଟଘାଟ୍

ବରଗଡ : ବରଗଡ଼ ସ୍ଥିତ ଅଗ୍ରଗାମୀ ଯୁବକ ସଙ୍ଘଠାରେ ବରଗଡ଼, କଟାପାଲି ଗ୍ରାମର "କଲା ଦହନା ସାଂସ୍କୃତିକ ଅନୁଷ୍ଠାନ" ପକ୍ଷରୁ ନୁଆଁଖାଇ ଭେଟଘାଟ୍ ମହୋତ୍ସବ ଏବଂ ରାଜ୍ୟ ସ୍ତରୀୟ ଷଷ୍ଠ ସାରସ୍ୱତ ସମାରୋହ ଅତି ଆଡମ୍ବର ସହକାରେ ପାଳନ ହୋଇଯାଇଛି । ସମ୍ପାଦକ ତଥା ପ୍ରତିଷ୍ଠାତା ଦିନେଶ ଭୋଇଙ୍କ
Read More...

ଭାଗବତ ଶାଖାରେ ଜଗନ୍ନାଥ ଦାସ ଜୟନ୍ତୀ ଓ ଭାଗବତ କଥାମୃତ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାଉରକେଲାର କେଶବ ନଗର ସ୍ଥିତ ସେକ୍ଟର ୬ ଭକ୍ତି ଜ୍ଞାନ ବୈରାଗ୍ୟ ଶାଖା ଆନୁକୂଲ୍ୟରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ଓ ଭାଗବତ କଥାମୃତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପୁଷ୍ପଲତା ସାହୁଙ୍କ ଆବାହକତ୍ୱ ଓ
Read More...