ନାରାୟଣୀ ବେଶରେ ଦର୍ଶନ ଦେଲେ ମା’ ରାମଚଣ୍ଡୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ଗଞ୍ଜାମ ବ୍ଲକ କରପଡା ଗ୍ରାମପଞ୍ଚାୟତର ନୀଳାଦ୍ରିପୁର ଗ୍ରାମର ପର୍ବତ ଶୀର୍ଷ ଦେଶରେ ଅବସ୍ଥାନ କରିଥିବା ମା' ରାମଚଣ୍ଡୀଙ୍କ ପୀଠରେ ପାର୍ବଣ ଉତ୍ସବ ମୁଖର ହୋଇଉଠିଛି ମୂଳାଷ୍ଟମୀ ତିଥିରୁ ଆରମ୍ଭ ହୋଇ ଆସିଥିବା ୧୬ ଦିନ ଧରି ଷୋଡ଼ଶ
Read More...

ଗୋପାଳପୁର ଟାଟା ଷ୍ଟିଲରେ ୨୦ ହଜାର ନିଯୁକ୍ତି ସୃଷ୍ଟି ପାଇଁ ପ୍ରୟାସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପକଣ୍ଠରେ ଥିବା ଟାଟା ଷ୍ଟିଲ ସୋସିଆଲ ଇକୋନୋମିକ ଜୋନ ଲିମିଟେଡ଼ ଗୋପାଳପୁର ଶିଳ୍ପ ପାର୍କ ପରିସରରେ ଏସ୍‌.ଆର୍‌.ଏଫ୍‌. ଲିମିଟେଡ଼ର ସୋମବାର ଭିତ୍ତପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଅନୁଷ୍ଠିତ
Read More...

ହିନ୍ଦୀ ଦିବସ ଉପଲକ୍ଷେ ପୁସ୍ତକ ଲୋକାର୍ପଣ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ହିନ୍ଦୀ ଦିବସ ପାଳନ ଅବସରରେ ସୁନିତା ଅଗ୍ରୱାଲଙ୍କ ରଚିତ ପୁସ୍ତକ 'ମେରି ନଜରିଆ ସେ' ଲୋକାର୍ପିତ ହୋଇଯାଇଛି । ହୋଟେଲ ମେଫେୟାର ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନର ମୁଖ୍ୟ ଡ଼ଃ ଜଗନ୍ନାଥ ମିଶ୍ରଙ୍କ
Read More...

ସତ୍ୟ ବୁଡେକ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ମୁରଷୁଣ୍ଡ ପଂଚାୟତ ହରଭଙ୍ଗା ଖେଳ ପଡିଆରେ ସତ୍ୟ ବୁଡେକ ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ଖେଳ କୁଶଙ୍ଗ ଓ ଲେଣ୍ଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇ କୁଶଙ୍ଗ ଦଳ ଟ୍ରାଇବ୍ରେକର ଜରିଆରେ ବିଜୟୀ
Read More...

କୀର୍ତ୍ତନ ବାହାକଙ୍କ ପରଲୋକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପଶ୍ଚିମ ଓଡିଶାର ସୁନାମଧନ୍ୟ ରଙ୍ଗୀନ କୀର୍ତ୍ତନ ବାହାକ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଉପରବାହାଲ ଗ୍ରାମ ନିବାସୀ ଉସତ ବିଶ୍ୱାଳଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହେଉଥିଲା । ମାତ୍ର ୧୪ ବର୍ଷ ବୟସରୁ ସେ କୀର୍ତ୍ତନ ବାହାକ
Read More...

ପୌର ପରିଷଦ ବିରୋଧରେ ଅପାରଗତା ଓ ଦୁର୍ନୀତି ଅଭିଯୋଗ ଆଣି କଲେକ୍ଟରଙ୍କ ଅଫିସ ସାମ୍ନାରେ ଗର୍ଜିଲା କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୌର ପାଳିକା ନିଜର ଦାୟିତ୍ୱକୁ ଠିକ୍‌ ଭାବରେ ତୁଳାଉ ନ ଥିବା ଅଭିଯୋଗରେ ସ୍ଥାନୀୟ କଲେକ୍ଟରଙ୍କ ଅଫିସ ସାମ୍ନାରେ ନଗର କଂଗ୍ରେସ କମିଟି ଜୋରଦାର ଗର୍ଜିଛି । ସହରର ଯାବତୀୟ ସମସ୍ୟାର ସମାଧାନ ଦିଗରେ ପୌର ପାଳିକା ଧ୍ୟାନ ଦେଉ ନ ଥିବାରୁ ସହରବାସୀ
Read More...

ଇଚ୍ଛାପଡ଼ାରେ କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ଵାରା ୫ଟି ପଞ୍ଚାୟତର ୭୧ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଇଚ୍ଛାପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ଦ୍ଵାରା ୫ଟି ପଞ୍ଚାୟତର ୭୧ଜଣ ନୂତନ ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାରର ଭତ୍ତା ବଣ୍ଟନ କରାଯାଇଥିଲା । ଜିଲ୍ଲା
Read More...

ଏନ୍‌ଏସି ସହ ବିଭିନ୍ନ ଦାବି ନେଇ ତେଜୁଛି ଆନ୍ଦୋଳନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋରକୁ ଏନ୍‌ଏସି, ଲାଠୋର ପିଏଚ୍‌ସିକୁ ସିଏଚ୍‌ସି ଏବଂ ରେଲୱେ ଓଭରବ୍ରିଜ ଦାବିରେ ସକାଳ ୬ରୁ ସନ୍ଧ୍ୟା ୬ଘଟିକା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଵନ୍ଦ ଡାକରା ଦିଆଯାଇଛି । ସକାଳୁ ସକାଳୁ ଆନ୍ଦୋଳନକାରୀ ମାନେ ପିକେଟିଙ୍ଗ କରି
Read More...

ମାୟାବର୍ହା ହାଇସ୍କୁଲଠାରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାଠାରେ ପ୍ରଧାନଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ୱରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ବିଜ୍ଞାନ ଶିକ୍ଷକ ତଥା ବରିଷ୍ଠ ଶିକ୍ଷକ
Read More...

କବି ଭୋଜରାଜ ବୁଡେକ ପାଇଲେ ଜାତୀୟ ଗଙ୍ଗାଧର କାବ୍ୟରତ୍ନ ସମ୍ମାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭୁବନେଶ୍ଵର ଜାତୀୟ କଳା, ସଂସ୍କୃତି, ଭାଷା, ସାହିତ୍ୟ ଏବଂ ସଙ୍ଗୀତ ନାଟକ ଏକାଡେମୀ ଆନୁକୂଲ୍ୟରେ ସମ୍ବଲପୁର ଠାରେ ଓଡ଼ିଶା ସାଂସ୍କୃତିକ ସମାଜ ତରଫରୁ ମାଣ୍ଡୋସିଲ ଅଞ୍ଚଳର କବି ଭୋଜରାଜ ବୁଡେକଙ୍କୁ ଜାତୀୟ ଗଙ୍ଗାଧର କାବ୍ୟରତ୍ନ ସମ୍ମାନରେ ସମ୍ମାନିତ
Read More...