ନୂଆ ବର୍ଷରେ ଅଫିସକୁ ଫୁଲତୋଡ଼ା ଆଣିବା ମନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନୂଆବର୍ଷରେ ଅଫିସକୁ ଫୁଲତୋଡ଼ା ଆଣିବା ମନା କରିଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଫୁଲତୋଡ଼ା, ମିଠା ସହ ଉପହାର ଆଣିବାକୁ ବାରଣ କରାଯାଇଛି । ନୂଆବର୍ଷରେ ଗଞ୍ଜାମ ଜିଲ୍ଲାର କୌଣସି ଅଫିସକୁ ଫୁଲତୋଡ଼ା ଆଣିବା ମନା ହୋଇଛି । ଚଳିତ ନୂଆବର୍ଷ ଠାରୁ…
Read More...

ମହାମାରୀ ପ୍ରସ୍ତୁତି ପାଇଁ ଅନ୍ତର୍ଜାତୀୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : "ମହାମାରୀ ପ୍ରସ୍ତୁତି ପାଇଁ ଅନ୍ତର୍ଜାତୀୟ ଦିବସ" ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଯାହା ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ଅନୁଷ୍ଠାନ ଏବଂ ପ୍ରତ୍ୟେକ ସରକାରଙ୍କୁ ଶିକ୍ଷା ଏବଂ ସଚେତନତା ବୃଦ୍ଧି କାର୍ଯ୍ୟକଳାପ ମାଧ୍ୟମରେ ଜାତୀୟ ପରିପ୍ରେକ୍ଷୀ ଏବଂ…
Read More...

ହସ୍ପିଟାଲ ଓ ନୂତନ ବସଷ୍ଟାଣ୍ଡକୁ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅସ୍ଥାୟୀ ଭାବେ ହାତୀଶାଲ ଠାରେ ନିର୍ମାଣ ହେଉଥିବା ନୂତନ ବସଷ୍ଟାଣ୍ଡକୁ ଅଚାନକ ଗସ୍ତ କରିବା ସହ ସ୍ଥିତି ପରଖିଛନ୍ତି । ଗତ ସପ୍ତାହରେ ଜିଲ୍ଲାପାଳ ମେଡିକାଲର ସମସ୍ତ…
Read More...

ସୁବର୍ଣ୍ଣ ଭାରତୀ ପରିବାର ପକ୍ଷରୁ ସେବା ସମ୍ମାନ ସମାରୋହ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣ ଭାରତୀ ପରିବାର ସୁବର୍ଣ୍ଣପୁର ପକ୍ଷରୁ ଆୟୋଜିତ "ସେବା ସମ୍ମାନ ସମାରୋହ ୨୦୨୪, ୨୦୨୫ ଓ ୨୦୨୬" ପାଇଁ ବିଭିନ୍ନ କ୍ଷେତ୍ରରେ ସେବା ଓ ସମାଜର ହିତ ପାଇଁ କାର୍ଯ୍ୟକରି ଆସୁଥିବା ୬୦ରୁ ଉର୍ଦ୍ଧ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା…
Read More...

ଫିଲ୍ମ ଡାଇରେକ୍ଟର ବାପି ଡେଭିଡଙ୍କ ହୃଦ୍ ଘାତରେ ମୃତ୍ୟୁ : ଅଞ୍ଚଳରେ ଦୁଃଖର ମାହୋଲ୍

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଏକ୍ସମାସ ଉପଲକ୍ଷେ ସିଏନଆଇ ଚର୍ଚ୍ଚର ପରିବାର ସଦସ୍ୟମାନଙ୍କ ମଧ୍ୟରେ ସିନିଅର୍ ଜୁନିଅର ମଧ୍ୟରେ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ସିଟି ସ୍କୁଲ ଖେଳ ପଡ଼ିଆରେ ଚାଲିଥିଲା । ସେଠାରେ ସମସ୍ତେ ମିଶି ଖେଳୁଥିଲେ ବାପି ଡେଭିଡ । ତେବେ ୱିକେଟ କିପିଂ କରି…
Read More...

ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲାସ୍ତରୀୟ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲାସ୍ତରୀୟ ଜନ୍ମ ଜୟନ୍ତୀ ତଥା ସୁଶାସନ ଦିବସ ପାଳିତ ହୋଇଛି । ଓସୱାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ସଭାପତିତ୍ୱ କରିଥିଲେ । ସରକାରଙ୍କ…
Read More...

ସେବା ଗୌରବ ସମ୍ମାନରେ ସମ୍ମାନିତ ହେଲେ ତୋରା ଗ୍ରାମର ଡକ୍ଟର ସସ୍ମିତା ମେହେର

ସାଲେଭଟା, (କେପିଏନ୍‌ଏସ୍‌) : ମାଗଣା ସିଲେଇ ଶିକ୍ଷା ଏବଂ ମାଗଣା ବାନ୍ଧ ଶିକ୍ଷା ଦେଇ ଶହ ଶହ ମହିଳାଙ୍କୁ ଆତ୍ମ ନିର୍ଭରଶୀଳ କରି ଚର୍ଚ୍ଚାରେ ଥିବା ବରଗଡ ଜିଲ୍ଲା ଅନ୍ତର୍ଗତ ତୋରା ଗ୍ରାମର ଡକ୍ଟର ସସ୍ମିତା ମେହେର ସେବା ଗୌରବ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ତାଙ୍କର ଏହି ସମ୍ମାନିତ ଖବର…
Read More...

କପିଲାଭଟା ପଂଚାୟତ କାର୍ଯ୍ୟାଳୟ ଠାରେ ବିକଶିତ ଭାରତ – ଜି ରାମ ଜି ଉପରେ ସ୍ୱତନ୍ତ୍ର ଗ୍ରାମସଭା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଆଜି ସକ୍ଷମ ପଞ୍ଚାୟତ, ବିକଶିତ ଭାରତ ଜି ରାମ ଜି ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ କପିଲାଭଟା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜ୍ଞାନ…
Read More...

ସରକାରୀ ଚାକିରୀ ଛାଡି ପନିପରିବା ଚାଷ କରି ନିଜେ ସ୍ୱାବଳମ୍ବୀ ହେବା ସହ ଅନ୍ୟ ୧୦ ଗୋଟି ପରିବାରଙ୍କୁ ଦେଇଛନ୍ତି…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଚାଷ କାମ ଯାହାର କେଡେ ସୁଖ ତାହାର । ଏହି ଉକ୍ତିକୁ ଠିକ୍‌ ଭାବରେ ବୁଝିଛନ୍ତି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ଗାଁର ଯୁବ ଚାଷୀ କମ୍ବୁପାଣି ପୋଡ଼ । ଚାଷ ପ୍ରତି ତାଙ୍କର ବହୁତ ଆଗ୍ରହ । ନିଜର ପରିଶ୍ରମ କରି ଏକର ଏକର ଚାଷ ଜମିରେ…
Read More...

ବକ୍ସିଂ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଖ୍ରୀଷ୍ଟମାସ ପରଦିନକୁ ବ୍ରିଟିଶ ମୂଳ ଉପନିବେଶ ସହିତ ବିଭିନ୍ନ ଦେଶରେ ବକ୍ସିଂ ଦିବସ ଭାବରେ ପାଳନ କରାଯାଏ । ଏହି ଦିନଟି ଉଭୟ ଐତିହାସିକ ଅଭ୍ୟାସ ଏବଂ ଆଧୁନିକ ଉତ୍ସବରେ ପରିପୂର୍ଣ୍ଣ, ଯାହା ଦାନ, କ୍ରୀଡା ଏବଂ ବିଭିନ୍ନ ସାମଗ୍ରୀ କ୍ରୟକୁ ମିଶ୍ରିତ…
Read More...