ଗଞ୍ଜାମ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ତାଲିମ ଶିବିର – ୨୦୨୫ ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜଉଗଡ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ-୨୦୨୫ ସମ୍ପର୍କିତ ତାଲିମ ଶିବିର ଆୟୋଜିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଭାରତ ବିକାସ ପରିଷଦ ଦ୍ୱାରା ‘ସର୍ବଶ୍ରେଷ୍ଠ ଛାତ୍ର ଓ ‘ସର୍ବଶ୍ରେଷ୍ଠ ଶିକ୍ଷିକା ପୁରସ୍କାର’

ଟିଟିଲାଗଡ଼ ଓମ ଭ୍ୟାଲି ସ୍କୁଲର ସରୋଜିନୀ ପଟ୍ଟନାୟକଙ୍କୁ ସର୍ବଶ୍ରେଷ୍ଠ ଶିକ୍ଷୟତ୍ରୀ ସମ୍ମାନ ଓ ଦଶମ ଶ୍ରେଣୀର ଛାତ୍ର ଅଭିଜିତ ସିଂଙ୍କୁ ସର୍ବ ଶ୍ରେଷ୍ଠ ଛାତ୍ର ସମ୍ମାନ ମିଳିଛି। ଏହି ପୁରସ୍କାର ତାଙ୍କୁ ଶିକ୍ଷାଗତ ଉତ୍କୃଷ୍ଟତା, ଶିସ୍ତ ଓ ଉତ୍ତମ ଚରିତ୍ର ପାଇଁ ପ୍ରଦାନ କରାଯାଇଛି।ଏହି
Read More...

ଯୁବ ଖବରଦାତା ରଜନୀ ରେଡ୍ଡିଙ୍କ ଅକାଳ ବିୟୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ଗ୍ରାମର ଯୁବ ଖବରଦାତା ରଜନୀ ରେଡ୍ଡି (୩୮)ଙ୍କ ଗତକାଲି ବିଳମ୍ବିତ ରାତିରେ ଅକାଳ ବିୟୋଗ ଘଟିଛି । ଡାଇବେଟିସ ରୋଗରେ ଆକ୍ରାନ୍ତ ହୋଇ ଏକ ସପ୍ତାହ ଧରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
Read More...

ରେଙ୍ଗାଲି କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଅଧୀନ ରେଙ୍ଗାଲି କ୍ଲଷ୍ଟରରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜକ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ସଲତରଙ୍କ ସଭାପତିତ୍ବରେ ସଂଯୋଜକ ଦତ୍ତାତ୍ରେୟ ପଧାନ, ତାଲଜୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର
Read More...

ଅଜଣା ରୋଗରେ ଖରିଫ ଧାନ ଫସଲ କ୍ଷତିଗ୍ରସ୍ତ : ଚିନ୍ତାରେ ଚାଷୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଚଳିତ ବର୍ଷ ଖରିଫ ଧାନ କ୍ଷେତରେ ଅଜଣା ରୋଗ ଆକ୍ରାନ୍ତ ଯୋଗୁଁ ଧାନ ଫସଲ ବ୍ୟାପକ ଭାବେ କ୍ଷତି ହେତୁ ଚାଷୀ ଚିନ୍ତାରେ । କୃଷି ବୈଜ୍ଞାନିକଙ୍କ ପରାମର୍ଶ ପ୍ରତିଷେଧାତ୍ମକ ଔଷଧ ପ୍ରୟୋଗ କରାଗଲେ ମଧ୍ୟ ରୋଗ ଥମିବାର ନାମ ଧରୁନି । ଗୋଟିଏ ଗୋଟିଏ ପ୍ୟାଚରେ
Read More...

ଗୋପବନ୍ଧୁଙ୍କ ହୃଦୟ ନିର୍ଝରଣୀରୁ ସଦା ଝରୁଥିଲା ସେବାର ଅମୃତ ଧାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ମାନବସେବା, ତ୍ୟାଗ ଓ ସମାଜସେବାର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ହୃଦୟ ନିର୍ଝରଣୀରୁ ସଦା ସେବାର ଅମୃତ ଧାର ଝରୁଥିଲା ଓ ତାଙ୍କ ଭଳି ଦରଦୀ ମଣିଷ ବିଶ୍ଵରେ ବିରଳ ବୋଲି ଡେ଼ଲାଙ୍ଗ ଷ୍ଟେସନ ବଜାର ଶ୍ୟାମସୁନ୍ଦର ପାଠାଗାର
Read More...

ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ

ପ୍ରଥମ ସ୍ଥାନ ଅଧିକାର କଲେ ଓଏଭି ଝରଣୀର ରୁଦ୍ରାଂଶ ମିଶ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପି ପି ଏକାଡେମୀ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରା ଓ
Read More...

ଗୁଡିଘାଟ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ଗୁଡିଘାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଳଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୫ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା
Read More...

ଜାତୀୟ ସ୍ତରରେ ଚମକିଲେ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରୀମାନେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ୧୮ତମ ବରିଷ୍ଠ ଜାତୀୟ ଗେଟବଲ୍ ଚାମ୍ପିଅନସିପରେ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ସ୍ନାତକ ଶିକ୍ଷା ବିଭାଗର ପ୍ରଥମ ପର୍ଯ୍ୟାୟର ଛାତ୍ରୀ ନମ୍ରତା କର୍ଣ୍ଣାଲ୍ ଓଡିଶା ମହିଳା ଗ୍ରୁପ୍ ଇଭେଣ୍ଟରେ ଭାଗ ନେଇ
Read More...

ସୁରଭି କାର୍ଯ୍ୟକ୍ରମ ସମାପନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ଅନ୍ତର୍ଗତ ଅର୍ଡା ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସମାପନ । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କବିରାଜ ମାଝୀ ଏବିଇଓ, ପଦ୍ମଲୋଚନ ସୁନା ସିଆର୍‌ସିସି, କୌଶଲ୍ୟା ସାମଲ ସ୍କୁଲ ଉପ ସଭାପତି, ପ୍ରଧାନ ଶିକ୍ଷକ କୈଳାସ
Read More...