୪ ଗୋରୁ ବୋଝେଇ ଗାଡି ଜବତ

୧୮ ଟି ଗାଈ ସହ ୨ଟି ପିକଅପ ଓ ୨ ଟି ଟାଟାଏସି ଗାଡି ଜବତଘଟଣାରେ ୯ ଜଣଙ୍କୁ ଅଟକ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତରେ ୪ଗୋରୁ ବୋଝେଇ ଗାଡି ଜବତ । ବଲାଙ୍ଗିରରେ ବେଆଇନ ଭାବରେ ଗୋରୁ ଚାଲାଣ କାରବାର ଚାଲିଥିବା ବେଳେ ଆଜି ଭୋରରୁ ଏଭଳି ୪ ଟି ଗାଡି ଜବତ କରିଛନ୍ତି ସ୍ଥାନୀୟ
Read More...

ବାଇକ ଯୋଗେ କଫ ସିରପ ଚୋରା ଚାଲାଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆରୱାନ ଫାଇବ ବାଇକ ଯୋଗେ କଫ ସିରପ ଚାଲାଣ କରୁଥିଲେ, ଏତିକି ବେଳେ ବଲାଙ୍ଗିର ସହରର ମହାଦେବ ମନ୍ଦିର ଛକରେ ଦୁର୍ଘଟଣାର ଶିକାର ହୋଇଥିଲେଫ ଯାହା ଫଳରେ ଚୋରା ଚାଲାଣ କରୁଥିବା କଫ ସିରପ ତଳେ ପଡ଼ିଯାଇଥିଲା । ଆରୱାନ ଫାଇବ ବାଇକ ଚାଳକ ତଥା କଫ ସିରପ୍ ଚୋରା
Read More...

ଅଫିସ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଅଫିସ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛିି । ବଲାଙ୍ଗିର ସହର ସ୍ଥିତ ଲାଲଟିକ୍ରା ଓପିଟିସିଏଲ୍ ଗ୍ରୀଡରେ ଅଫିସରେ ରାତ୍ର ଜଗୁଆଳି ଭାବେ କାମ କରୁଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ମୃତ ଯୁବକ ଜଣକ ହେଲେ
Read More...

ଟିପିଡବ୍ଲୁଓଡିଏଲର ବିଦ୍ୟୁତ୍‌ ବିଲ୍‌ ଶୁଳ୍କ ଆଦାୟରେ ଅନିୟମିତତା ନେଇ କଂଗ୍ରେସର ଏସ.ଡି.ଓ ଅଫିସ ଘେରାଉ

୬ ଦଫାଦାବି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସବ୍‌ ଡିଭିଜିନାଲ ଅଫିସରଙ୍କୁ ପ୍ରଦାନ କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନଗର କଂଗ୍ରେସ ତରଫରୁ ସୋମବାର ପୂର୍ବାହ୍ନରେ କଣ୍ଟାବାଞ୍ଜି ସବ୍‌ ଡିଭିଜନ ଅଫିସ ଘେରାଓ କରାଯାଇଥିଲା । ଏହି ଘେରାଉ ପୂର୍ବତନ ବିଧାୟକ
Read More...

ନରସିଂହଙ୍କ ହସ୍ତକ୍ଷେପ ପରେ କୁତୁର୍ଲା ପଂଚାୟତ ମୁରସିଂ ଓ ପର୍ଶୁପାଲିରେ ଜଳଯୋଗାଣ ଆରମ୍ଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଥିବା ବେଳେ ପ୍ରଶାସନିକ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଅଣଦେଖା ଓ ଅବହେଳା ଯୋଗୁଁ କୁତୁର୍ଲା ପଂଚାୟତର ମୁରସିଂ ଓ ପର୍ଶୁପାଲି ଗାଁକୁ ପିଇବା ପାଣି ଯୋଗାଣରେ ଘୋର ଅବ୍ୟବସ୍ଥା ଦେଖାଦେଇଥିଲା । ୨୦୨୪ ମସିହା ପୂର୍ବରୁ
Read More...

ପ୍ରମାଣିକ ଚଳଚ୍ଚିତ୍ର “ବନ୍ଦେ ମାଗୋ ସୋନପୁର” ଲୋକାର୍ପିତ

ମାଟି, ମଣିଷ ଓ ମହକ ପାଇଁ ସୁବର୍ଣ୍ଣପୁର ଉହ୍ଲସିତ : ଜିଲ୍ଲାପାଳ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁରୀ ସାଂସ୍କୃତିକ ଚେତନାର ବାର୍ତ୍ତାବହ ପ୍ରାମାଣିକ ଚଳଚ୍ଚିତ୍ର "ବନ୍ଦେ ମାଗୋ ସୋନପୁର" ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ଦ୍ୱାରା ଲୋକାର୍ପିତ
Read More...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଗୋଷ୍ଠୀଗତ ବିବାହ ପାଇଁ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଜିଲ୍ଲାପାଳଙ୍କ ଆବାସିକ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଗୋଷ୍ଠୀଗତ ବିବାହ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆର୍ଥିକ ସ୍ୱଚ୍ଛଳତା ନ ଥିବା ୩୦
Read More...

ପିଏମ୍ ଶ୍ରୀ ମହାରାଜା ଉଚ୍ଚ ବିଦ୍ୟାଳୟର ପଞ୍ଚସଖା ଶିକ୍ଷା ସେତୁ ନୂତନ କମିଟି ଗଠନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ପିଏମଶ୍ରୀ ମହାରାଜା ଉଚ୍ଚ ବିଦ୍ୟାଳୟ ଠାରେ ପୂର୍ବତନ ଛାତ୍ର ପରିଷଦ ତଥା ପଞ୍ଚଶଖା ଶିକ୍ଷା ସେତୁ କମିଟି ଗଠନ ନିମିତ୍ତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାର ସଭାପତି ତଥା ପ୍ରଧାନ ଶିକ୍ଷକ ଅଜୟ କୁମାର ଲୁହାଙ୍କ ସଭାପତିତ୍ୱରେ କମିଟି ଗଠନ
Read More...

ବାଦବିବାଦର ଅନ୍ତ ହେଲା ଚୟନ ହେଲେ କେସିଙ୍ଗାର ନୂତନ ସଭାପତି

କେସିଙ୍ଗା, (ପ୍ରୀତେଶ ପଟେଲ) : ବହୁ ବାଦବିବାଦ ପରେ କଳାହାଣ୍ଡି ଜିଲ୍ଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ଏନେଇ କେସିଙ୍ଗା ଆରଏମସି ଠାରେ
Read More...

ମହାତ୍ମା ଜ୍ୟୋତି ରାଓ ଫୁଲେଙ୍କ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋଇସିଂହା ବ୍ଳକ ଅନ୍ତର୍ଗତ ବୁର୍ଡା ଆମ୍ବେଦକର କ୍ଳବ୍ ପ୍ରାଙ୍ଗଣରେ ମହାତ୍ମା ଜ୍ୟୋତି ରାଓ ଫୁଲେଙ୍କ ୧୯୯ତମ ଜୟନ୍ତୀ ପାଳିତ ହୋଇଯାଇଛି । ମୂଳ ନିବାସୀ ବହୁଜନ ମିଳିତ ମଞ୍ଚ ଆବହକ ଗୁରୁଚରଣ ହରିପାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ
Read More...