ଜୁନିୟର ଛାତ୍ରଙ୍କୁ ନିର୍ଦ୍ଧୁମ ମାଡ଼, ଭିଡିଓ ଭାଇରାଲକୁ ନେଇ ତରଭାରେ ଉତ୍ତେଜନା
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ରଙ୍କ ମାଡ଼ ମାରିବା ସହ କ୍ଷମା ମାଗିବାକୁ ବାଧ୍ୟ କରିବାର ଭିଡିଓ ଭାଇରାଲ। ଏଭଳି ଏକ ଅଭାବନୀୟ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରରେ ଘଟିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ!-->…
Read More...
Read More...