ମୁକ୍ତି ସାମାଜିକ ସଂଗଠନ ପକ୍ଷରୁ ବସ୍ତ୍ର ଓ ଚପଲ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଅନ୍ୟତମ ସାମାଜିକ ସଂଗଠନ ‘ମୁକ୍ତି’ ତରଫରୁ ସ୍ଥାନୀୟ ଦୈନିକ ବଜାର ପ୍ରାଙ୍ଗଣରେ ପୁରୁଣା ବସ୍ତ୍ର ଓ ନୂଆ ଚପଲ ବଣ୍ଟନ କରାଯାଇଥିଲା । ସାମାଜିକ ସଂଗଠନ ତରଫରୁ ବର୍ଷା ଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ତଥା ବିଭିନ୍ନ ପର୍ବପର୍ବାଣୀରେ ପ୍ରସାଦ
Read More...

ଜିଲ୍ଲା ବ୍ରାହ୍ମଣ ମହାସଭାର ପଦ ମଣ୍ଡନ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିରର ନବନିଯୁକ୍ତ କର୍ମକର୍ତ୍ତାମାନଙ୍କର ପଦ ମଣ୍ଡନ ସମାରୋହ ମହାସଭାର ଅଧ୍ୟକ୍ଷ ଧନଞ୍ଜୟ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଆଜିକାର ସଭା ନବ ନିର୍ବାଚିତ ବ୍ରାହ୍ମଣ ସଭାର ପ୍ରଥମ ବୈଠକର ପ୍ରାରମ୍ଭ ଅଧ୍ୟକ୍ଷଙ୍କ
Read More...

ଓଡିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ନଭେମ୍ବର ୧୫ରୁ ଖୋଲିବ ଇକୋ ରିଟ୍ରିଟ୍‌ : ପର୍ଯ୍ୟଟକଙ୍କ ଭିଡ଼ ଆରମ୍ଭ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବର୍ତ୍ତମାନ କନ୍ଧମାଳିଆ ଶୀତ ଓ କୁହୁଡି ଆରମ୍ଭ ହୋଇଗଲାଣି । ତେବେ ମଝିରେ ମଝିରେ ଲଘୁଚାପ ଜନିତ ବର୍ଷା ଯୋଗୁ କୁହୁଡି ଓ ଶୀତ ଛୁଇଁବାରେ ବିଳମ୍ବ ହୋଇଛି । ଶୀତର ମଜା ନେବାକୁ ଆସୁଥିବା ପର୍ଯ୍ୟଟକ ମାନେ ପ୍ରକୃତ ଶୀତକୁ ଅନୁଭବ କରି ନ ପାରି ନିରାଶ
Read More...

କଲମପୁର ଭଗବଦ ଚେତନା ପରିଷଦର ରୌପ୍ୟ ଜୟନ୍ତୀ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ପବିତ୍ର କାର୍ତ୍ତିକ ମାସ ଅବସରରେ କଳାହାଣ୍ଡି ଜିଲ୍ଲା କଲମପୁର ଭଗବଦ ଚେତନା ପରିଷଦର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଗତ ଅକ୍ଟୋବର ୭ ତାରିଖ ଠାରୁ ଆସନ୍ତା ନଭେମ୍ବର ୫ ତାରିଖ ଯାଏ ମାସ ବ୍ୟାପି ଏକ ଆଧ୍ୟାତ୍ମିକ ପରିବେଷରେ ରୌପ୍ୟ ଜୟନ୍ତୀ ପାଳନ
Read More...

ଦୁଇ ବାଇକ ମୁହାଁ ମୁହିଁ ଧକ୍କା ବାଇକ୍ ଆରୋହୀ ମୃତ

ରାୟଗଡା : ଦୁଇ ବାଇକ ମୁହାଁ ମୁହିଁ ଧକ୍କାରେ ଉଭୟ ବାଇକ ଆରୋହୀ ମୃତ । ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ବୁରୁଜୁଗୁଡା ନିକଟରେ ୨ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ମୁନିଗୁଡ଼ା ବ୍ଲକ ଗୋବର୍ଦ୍ଧନ
Read More...

ନୂଆପଡା ଉପ-ନିର୍ବାଚନ ପରିପ୍ରେକ୍ଷୀରେ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବି ଉପରେ ସେମାନଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆପଡା ଉପ ନିର୍ବାଚନ ଓଡିଶା ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ନୂଆପଡା ଏବେ ରାଜ୍ୟର ରାଜନୈତିକ ରାଜଧାନୀ ଭଳି ପ୍ରତୀୟମାନ ହେଉଛି । ଗୋଟିଏ ପଟରେ ଆଦିବାସୀ ଭୋଟ ଓ ଅନ୍ୟ ପଟରେ ବିଗତ ବିଧାନସଭା ନିର୍ବାଚନର ରାଜନୈତିକ ପରିସଂଖ୍ୟାନକୁ ନେଇ କଂଗ୍ରେସ ଦଳ
Read More...

୨୨ଟି ଭାଷା, ଡିଜିଟାଲ୍ ଭାବରେ ପୁନଃକଳ୍ପିତ

● ଭାଷା ହେଉଛି ସଭ୍ୟତାର ଆତ୍ମା ଏବଂ ସଂସ୍କୃତିର ପରିଚୟ : ପ୍ରଧାନମନ୍ତ୍ରୀ● ଭାଷିନୀ ଏବଂ ଭାରତଜେନ୍ ଭଳି ଏଆଇ ପ୍ଲାଟଫର୍ମ ମାଧ୍ୟମରେ ସମସ୍ତ ୨୨ଟି ଅନୁସୂଚିତ ଭାଷା ପାଇଁ ସମର୍ଥନ ।● ଏସପିପିଇଏଲ୍ (ବିଲୁପ୍ତପ୍ରାୟ ଭାଷାଗୁଡ଼ିକର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଯୋଜନା) ଏବଂ ସଞ୍ଚିକାରୁ
Read More...

କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ବଙ୍ଗୋପସାଗରରେ ଆସନ୍ନ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲା…

ନୂଆଦିଲ୍ଲୀ, (ପିଆଇବି) : କ୍ୟାବିନେଟ ସଚିବ ଡକ୍ଟର ଟି.ଭି. ସୋମନାଥନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ବିପତ୍ତି ପରିଚାଳନା କମିଟି (ଏନସିଏମସି)ର ଜରୁରୀ ବୈଠକରେ ବଙ୍ଗୋପସାଗରରେ ଆସନ୍ନ ବାତ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତି ସମୀକ୍ଷା କରାଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)
Read More...

ନକ୍ସଲବାଦ ବିରୋଧରେ କେନ୍ଦ୍ର ସରକାରଙ୍କ ବ୍ୟାପକ ରଣନୀତି

● ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନର ଗୋଟିଏ ଦଶନ୍ଧି : ହିଂସା କମିବାଠାରୁ ବିକାଶ ଓ ଥଇଥାନ ପର୍ଯ୍ୟନ୍ତ ଯାତ୍ରା● ୨୦୧୪ରୁ ୨୦୨୪ ମଧ୍ୟରେ ନକ୍ସଲ ହିଂସା ୫୩% ହ୍ରାସ● ନକ୍ସଲ ପ୍ରଭାବିତ ଅଞ୍ଚଳରେ ୫୭୬ ଥାନା ନିର୍ମାଣ● ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୨୬ରୁ ୧୮କୁ କମିଲା● ଅକ୍ଟୋବର ୨୦୨୫
Read More...

ଚାରପାଣି ଗାଁରେ ୨୪ ତମ ଗିରିଗୋବର୍ଦ୍ଧନ ପୂଜା ମହୋତ୍ସବ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବଡବାଙ୍କି ପଂଚାୟତ ଚାରପାଣି ଗାଁରେ ଦୀର୍ଘ ୨୪ ବର୍ଷ ଧରି ହେବ ଏହି ଗିରିଗୋବର୍ଦ୍ଧନ ପୂଜା ମହୋତ୍ସବ ଅନୁଷ୍ଠିତ ହୋଇ ଆସୁଥିଲା । ଚଳିତ ବର୍ଷ ଓକିଲ ନିଆଲଙ୍କ ସଭାପତିତ୍ୱରେ ଏହି ଗିରିଗୋବର୍ଦ୍ଧନ ପୂଜା ମହୋତ୍ସବ
Read More...