ଅଧିକାରୀଙ୍କ ଉପରେ ବର୍ଷିଲେ କଣ୍ଟାବାଞ୍ଜି ବିଧାୟକ
ବଲାଙ୍ଗିର, (କେପିଏନ୍ଏସ୍) : ଜନପ୍ରତିନିଧିଙ୍କୁ କାହିଁକି ଖବର ଦିଆଗଲା ନାହିଁ ? ଏହି ପ୍ରଶ୍ନ ଉଠାଇ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ । ବଲାଙ୍ଗିରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କ୍ଷେତ୍ରର ବିକାଶ ନେଇ ଚାଲିଥିବା ପରାମର୍ଶ କର୍ମଶାଳାରେ ଦେଖିବାକୁ!-->…
Read More...
Read More...