ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ପେଶା ନିୟମ ଲାଗୁ, ଜଙ୍ଗଲ ଅଧିକାର ଆଇନର ସଠିକ୍ କାର୍ଯ୍ୟକାରିତା ଏବଂ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଭାବେ ଗଠନ କରିବା ଦାବିରେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଅଣ୍ଟା ଭିଡ଼ିଛି କନ୍ଧମାଳ ର ଚାଷୀ ମୁଲିଆ ସୁରକ୍ଷା ସମିତି । ଏହି ଦାବିଗୁଡ଼ିକୁ…
Read More...

ରାଜତନ୍ତ୍ର ନାହିଁ, ହେଲେ ବଞ୍ଚିଛି ରାଜ ପରମ୍ପରା; ବିଜୟା ଦଶମୀରେ ପାଟଣାଗଡ଼ରେ ଲାଖବିନ୍ଧା ଉତ୍ସବ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ରେ ଆଉ ନାହିଁ ରାଜତନ୍ତ୍ରର ଶାସନ । ହେଲେ ଆଜି ବି ଜୀବନ୍ତ ରହିଛି ରାଜ ପରିବାରର ପୁରାତନ ପରମ୍ପରା । ପରମ୍ପରା ଓ ଐତିହ୍ୟକୁ ବଜାୟ ରଖି ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବିଜୟା ଦଶମୀ ଅବସରରେ ପାଟଣାଗଡ଼ ରାଜଖମାରରେ ଆୟୋଜିତ ହୋଇଛି ପାରମ୍ପରିକ…
Read More...

ଲୁଣା ନଦୀରେ ବୁଡ଼ି ୩ ଯୁବକଙ୍କ ମୃତ୍ୟୁ, ଚୋରାବାଲି ନେଲା ଜୀବନ

କେନ୍ଦ୍ରାପଡ଼ା : ଲୁଣା ନଦୀରେ ଗାଧୋଇବାକୁ ଯାଇ ଅଘଟଣ । ଚୋରାବାଲିରେ ପାଦ ଫସିଯିବାରୁ ପାଣିରେ ବୁଡ଼ି ୩ ଯୁବକଙ୍କ ମୃତ୍ୟୁ । ଅଗ୍ନିଶମ ବାହିନୀ ନଦୀରୁ ତିନି ଜଣଙ୍କ ମୃତଦେହ ଉଦ୍ଧାର କରିଛି । ଏହି ଦୁଃଖଦ ଘଟଣା କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗହଗା ଗାଁ ନିକଟ ଦାନପୁର ବାଲିଘାଟରେ…
Read More...

ଜମିଜମା ବିବାଦରୁ ରକ୍ତାକ୍ତ ସଂଘର୍ଷ : ଦାଦାର ତୀରମାଡ଼ରେ ଝିଆରୀ ଗୁରୁତର

ରାଉରକେଲା : ଜମିଜମା ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ । ଦାଦାର ତୀରମାଡ଼ରେ ଗୁରୁତର ହେଲେ ଝିଆରୀ । ତୀର ଆସି ସିଧା ପେଟରେ ବାଜିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସରକାରୀ ଡାକ୍ତରଖାନା ଓ ପରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଘଟଣା ରାଉରକେଲାର ବନ୍ଧମୁଣ୍ଡା…
Read More...

ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ପବିତ୍ର ଦଶହରା ଅବସରରେ ଦେବଭୂମି ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ୱରୀଙ୍କ ସମେତ ମା’ ଭଗବତୀ ରାଜରାଜେଶ୍ୱରୀ ବେଶରେ ସଜ୍ଜିତ ହୋଇ ଭକ୍ତମାନଙ୍କୁ ଦିବ୍ୟ ଦର୍ଶନ ଦେଇଛନ୍ତି । ବିଭିନ୍ନ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ…
Read More...

ଯାତ୍ରା ଦେଖି ଫେରୁଥିବା ବେଳେ ପୋଲ ତଳକୁ ଖସିଲା ବାଇକ୍‌ : ଦାଦା-ପୁତୁରା ମୃତ

କଳାହାଣ୍ଡି : ଯାତ୍ରା ଦେଖିବାକୁ ଯାଇଥିଲେ, ହେଲେ ଫେରିଲେନି ଘରକୁ । ରାସ୍ତାରେ ଛକି ବସିଥିଲା ମୃତ୍ୟୁ । ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଲା ବାଇକ୍‌ । ଦୁର୍ଘଟଣାରେ ଚାଲିଗଲା ଦାଦା-ପୁତୁରାଙ୍କ ଜୀବନ । ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା…
Read More...

ଦାଦନ ଖଟିବାକୁ ଯାଇ ଚେନ୍ନାଇରେ ଯୁବକଙ୍କ ମୃତ୍ୟୁ, ବେସାହାରା ଗର୍ଭବତୀ ସ୍ତ୍ରୀ ଓ ବୃଦ୍ଧା ମା’

ରାୟଗଡ଼ା : ଦାଦନ ଦୁଃଖର କରୁଣ ପରିଣତି । ପରିବାରର ଅଭାବ ଅନଟନ ଦୂର କରିବାକୁ ଦାଦନ ଖଟିବାକୁ ଯାଇଥିଲେ । ହେଲେ ଚେନ୍ନାଇରେ ଚାଲିଗଲା ଜୀବନ । ଏବେ ଘରେ ବୃଦ୍ଧା ମା’ ଓ ଗର୍ଭବତୀ ସ୍ତ୍ରୀଙ୍କ ମୁଣ୍ଡ ଉପରେ ଛିଣ୍ଡିପଡ଼ିଛି ଦୁଃଖର ପାହାଡ଼ । ମୃତଦେହକୁ ଗାଁକୁ ଫେରାଇ ଆଣିବା ପାଇଁ ପରିବାର ଲୋକେ…
Read More...

ଲୁଣା ନଦୀରେ ବୁଡ଼ି ୩ ଯୁବକ ନିଖୋଜ : ଉଦ୍ଧାର କାର୍ଯ୍ୟ ଜାରି

କେନ୍ଦ୍ରାପଡ଼ା : ଲୁଣା ନଦୀରେ ଅଘଟଣ । ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୩ ଯୁବକ । ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ଓଡ୍ରାଫ ଟିମ୍‌ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଛି । ସୂଚନା ଅନୁସାରେ, ଦିନ ପ୍ରାୟ ୧୧ଟା ସମୟରେ ସ୍ଥାନୀୟ ଗହଗା ଗାଁର ୫ ଜଣ ଯୁବକ ଲୁଣା ନଦୀକୁ ଗାଧୋଇବାକୁ…
Read More...

ବୁଗୁଡ଼ାରେ ଯୁବକଙ୍କୁ ନିର୍ମମ ହତ୍ୟା ସନ୍ଦେହ, କାଜୁ ତୋଟାରୁ ମୃତଦେହ ଉଦ୍ଧାର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବୁଗୁଡ଼ା-ମୋଟାବାଡ଼ି ରାସ୍ତାକଡ଼ କାଜୁ ତୋଟାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଉଛନ୍ତି ବୁଗୁଡ଼ା ସହରର ତଳ ଓଡ଼ିଆ ସାହିର ୩୨ ବର୍ଷୀୟ ସନ୍ତୋଷ ରାଉତ । ତାଙ୍କ ତଣ୍ଟି କଟାଯାଇଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖିବାକୁ…
Read More...

ବନ ବିଭାଗର ମିଳିତ ଚଢ଼ାଉ : ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ, ଜଣେ ଅଟକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଜଙ୍ଗଲ ସମ୍ପଦ ଉପରେ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି । ପାଲ ଘୋଡ଼ାଇ ଟ୍ରକ୍‌ରେ ବୋଝେଇ ହୋଇଥିବା ବହୁ ପରିମାଣର ମୂଲ୍ୟବାନ ଶାଳ କାଠକୁ ଚୋରା ଚାଲାଣ କରାଯାଉଥିବା ବେଳେ ବନ ବିଭାଗ ଏହାକୁ ଧରିବାରେ ସଫଳ ହୋଇଛି । କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି…
Read More...