ସୁନ୍ଦରଗଡ଼ରେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଅନ୍ତର୍ଗତ ମାନମୁଣ୍ଡା ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ମିଳିବାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ମହିଳା ହେଉଛନ୍ତି ୨୧ ବର୍ଷୀୟା ମେଦିନି ବାଡ଼ା। ଦୁଇ ବର୍ଷ ପୂର୍ବେ ସେ ମାନମୁଣ୍ଡା ଗ୍ରାମର ଦିବ୍ୟକିଶାନଙ୍କୁ!-->…
Read More...
Read More...